ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

ବିଜୁବାବୁଙ୍କ ଜୟନ୍ତୀ ଅବସରରେ ଉଦ୍ୟୋଗୀ ସପ୍ତାହ ପାଳନ ଓ ଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ #କଟକ(ଏନ୍‌.ଏମ୍‌.): ରାଜନୈତିକ ଇଚ୍ଛାଶକ୍ତି ଓ ପ୍ରତିବଦ୍ଧତା, ଦୃଢ ସଂକଳ୍ପ, ମାନସିକତା ଓ ଆତ୍ମଚିନ୍ତନ ଓଡିଶାରେ ଶିଳ୍ପ ବିକାଶର ଧାରାକୁ ତ୍ୱରାନ୍ୱିତ କରିପାରିଛି । ଶିଳ୍ପର ବିକାଶକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ କରିବା ନିମନ୍ତେ ଆନୁଷଙ୍ଗିକ ଦିଗ ଉପରେ ଗୁରୁତ୍ୱାରୋପ କରିଆସୁଛନ୍ତି । ଯାହାଫଳରେ ଆଭ୍ୟନ୍ତରୀଣ ଓ ବୈଦେଶିକ ପୁଞ୍ଜି ବିନିଯୋଗରେ ଶିଳ୍ପ ପ୍ରତିଷ୍ଠା କରିବା ନିମନ୍ତେ…

Read More

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜୟନ୍ତୀ #ଚୌଦ୍ୱାର/କଟକ (ଏନ୍‌.ଏମ୍‌.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଜନତା ଦଳ, ଚୌଦ୍ୱାର-କଟକ ପକ୍ଷରୁ ୧୦୭ତମ ଜୟନ୍ତୀ ପାଳିତ ହୋଇଯାଇଛି । ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଂଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଯୋବ୍ରା ଆନ୍ନିକଟ, ଚୌଦ୍ୱାର ବିରୁପାଠାରେ ସ୍ଥାପିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟଙ୍କ ପୂର୍ଣ୍ଣଅବୟବ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଓଡିଶା ପ୍ରଗତିରେ ମହାନ ଜନନାୟକ, ପ୍ରବାଦ ପୁରୁଷ, ଆଜନ୍ମ ସ୍ୱାଭିମାନୀ, ଉତ୍କଳର ବରପୁତ୍ର,…

Read More

କୋଣାର୍କରେ ବିଜୁଜୟନ୍ତୀ

କୋଣାର୍କରେ ବିଜୁଜୟନ୍ତୀ #କୋଣାର୍କ (ଏନ୍‌.ଏମ୍‌.): ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୭ତମ ଜନ୍ମ ଜୟନ୍ତୀ ଅବସରରେ କୋଣାର୍କ ଏନଏସି ଅନ୍ତର୍ଗତ ଚନ୍ଦ୍ରଭାଗା ବଜାରଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ବିଜୁ ପ୍ରେମୀଙ୍କ ପକ୍ଷରୁ ମାଲ୍ୟାର୍ପଣ କରିଥିଲେ । କାକଟପୁର ବିଧାୟକ ତଥା ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, କୋଣାର୍କ ଏନଏସିର ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ, ଉପାଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଜଗତସିଂହପୁର ସାଂସଦଙ୍କ ପ୍ରତିନିଧି ପଦ୍ମଚରଣ ବେହୁରିଆ, ବିଜେଡି ଦଳର ଜିଲ୍ଲା ସାଧାରଣ ସମ୍ପାଦକ ରାଜକିଶ୍ୱର ମହାପାତ୍ରଙ୍କ…

Read More

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩

ଭଦ୍ରକ ଯାଦବ ପଡ଼ିଆରେ ବାସୁଦେବାୟନ-୨୦୨୩ #ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକ ଜିଲ୍ଲା ବାସୁଦେବପୁର ସ୍ଥିତ ଯାଦବ ପଡିଆ ଠାରେ ପୌର ପରିଷଦ ଆନୁକୁଲ୍ୟରେ ବାସୁଦେବପୁର ମହୋତ୍ସବ, ବାସୁଦେବାୟନ- ୨୦୨୩ ଅନୁଷ୍ଟିତ ହୋଇ ଯାଇଛି । ଚାରି ଦିନ ଧରି ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ବାସୁଦେବପୁର ମହୋତ୍ସବକୁ ରାଜସ୍ୱ ଓ ବିପର୍ଯ୍ୟୟ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ବାସୁଦେବପୁରର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ମହୋଦୟ ଓ କ୍ରୀଡା ଓ ଯୁବ…

Read More

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ

ପ୍ରଧାନଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହେଲେ ଗ୍ରାମବାସୀ ମାହାଙ୍ଗା(ଏନ୍‌.ଏମ୍‌.): ଗୋଟିଏ ପିଢି ନୁହେଁ, ତିନି ପିଢି ଧରି ପିଲାଙ୍କୁ ପାଠ ପଢାଇ ଆସୁଥିବା ଜଣେ ଶିକ୍ଷକଙ୍କ ଅବସରରେ ଭାବବିହ୍ୱଳ ହୋଇପଡିଛନ୍ତି ଗ୍ରାମବାସୀ । ସେ କେବଳ ପିଲାଙ୍କୁ ପାଠ ପଢାଉଥିଲେ ତାହା ନୁହେଁ, ଗ୍ରାମବାସୀ ସୁଖଦୁଃଖରେ ଜଣେ ସାଥୀ ଥିଲେ । ଏପରିକି କାହା ନାଁ ଭୋଟର ତାଲିକା, ଆଧାର କାର୍ଡ କିମ୍ବା ରାସନ କାର୍ଡରେ କେବେ ଚଢିବ ସେ ସବୁ ପାଇଁ ଲୋକଙ୍କ ଚିନ୍ତା କରିବାକୁ ପଡୁନଥିଲା…

Read More