ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ,

ନିଶାସକ୍ତ ଯୁବକର ଉନ୍ମୁକ୍ତ କାଣ୍ଡ: ୪ଜଣଙ୍କୁ କଟୁରୀ ଚୋଟ, ଖୁଡି, ବାପା ଓ ପଡୋଶୀଙ୍କ ସମେତ ୪ ଗୁରୁତର #କଟକ(ଏନ୍‌.ଏମ୍‌.): ନିଶାସକ୍ତ ଯୁବକର ଅଭାବନୀୟ କାଣ୍ଡ ପାଇଁ ସମ୍ପୂର୍ଣ୍ଣ ଅଞ୍ଚଳ ସ୍ତବ୍ଧ ହୋଇଯାଇଛି । ଏକ କଟୁରୀ ଧରି ଉକ୍ତ ଯୁବକ ୪ଜଣଙ୍କୁ ଗୁରୁତର ଆହତ କରି ଫେରାର ହୋଇ ଯାଇଛି । ତେବେ ଆହତମାନଙ୍କୁ ଚିକିତ୍ସା ପାଇଁ କଟକ ବଡ଼ମେଡ଼ିକାଲ (ଏସସିବି)ରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ…

Read More

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ

ବାଲିକୁଦାସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାଲିକୁଦାସ୍ଥିତ ଶ୍ରୀଶ୍ରୀ ଜଗନ୍ନାଥ ମନ୍ଦିରର ଷଷ୍ଠ ବାର୍ଷିକ ଉତ୍ସବ ମହାଆଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ଗତ ଫେବୃୟାରୀ ୨୮ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ପାଞ୍ଚ ଦିନ ଧରି ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ରୁଦ୍ରନାରାୟଣ ଗାୟତ୍ରିପତିଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀକ୍ଷେତ୍ର ଧାମ ପୁରୀରୁ ବହୁ ଅଭିଜ୍ଞ ବ୍ରାହ୍ମଣମାନେ ଯୋଗଦେଇ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ମନ୍ଦିରର…

Read More

କୟଳପଡ଼ା ପଞ୍ଚାୟତ ପାଇଁ ଅପହଞ୍ଚ ହୋଇ ପଡ଼ିଛି ମୋ’ ବସ ସେବା: ବିଧାୟକଙ୍କ ପ୍ରତିଶ୍ରୁତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି !

କୟଳପଡ଼ା ପଞ୍ଚାୟତ ପାଇଁ ଅପହଞ୍ଚ ହୋଇ ପଡ଼ିଛି ମୋ’ ବସ ସେବା : ବିଧାୟକଙ୍କ ପ୍ରତିଶ୍ରୁତି ପଦ୍ମ ଘୁଞ୍ଚିଘୁଞ୍ଚି ଯାଉଛି ! #ଚୌଦ୍ୱାର(ଏନ୍‌.ଏମ୍‌.): ନେତାମାନେ ଭୋଟ ବ୍ୟାଙ୍କକୁ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ସମୟରେ ମିଠା ମିଠା ପ୍ରତିଶ୍ରୁତି ଦେଇଥାନ୍ତି । ହେଲେ ସେ ସବୁ ପାଣିର ଗାର ବୋଲି ସାବ୍ୟସ୍ତ ହୋଇଥାଏ । ସେହିଭଳି ମିଥ୍ୟା ପ୍ରତିଶ୍ରୁତି ଯୋଗୁଁ ଏବେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର କୟଳପଡ଼ା ପଞ୍ଚାୟତରେ ଜନଅସନ୍ତୋଷ ଦାନା ବାନ୍ଧୁଥିବା ଦେଖିବାକୁ ମିଳିଛି ।…

Read More

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ #ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । କେଉଁଠି ସରକାରୀ ଅର୍ଥ ତୋଷାରପାତ ହେଉଛି ତ ଆଉ କେଉଁଠି ହିତାଧିକାରୀଙ୍କୁ ଭୁଆଁ ବୁଲାଇ ସରକାରୀ ଯୋଜନା ଆତ୍ମସାତ ହେଉଥିବା ଅଭିଯୋଗ ଉଠିଛି । ବିଶେଷ କରି ଆଠଗଡ଼ ଉପଖଣ୍ଡରେ ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରିହୋଇ ପଡ଼ୁଥିବାବେ ଳେ ଏହାକୁ…

Read More

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ ! #ଭଦ୍ରକ(ଏନ୍‌.ଏମ୍‌.): ରୋଗହେଲେ ଲୋକେ ଧାଇଁ ଯାଆନ୍ତି ଡାକ୍ତରଙ୍କ ପାଖକୁ । ତାଙ୍କ ଔଷଧ ଓ ଇଞ୍ଜେକସନରେ ଆରୋଗ୍ୟ ମିଳିବା ସହ ଜୀବନ ବଞ୍ଚିଯାଇଥାଏ । ତେଣୁ ଡାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି କହିଥାନ୍ତି । କିନ୍ତୁ ଏବେ ଡାକ୍ତରଙ୍କ ମନଇଚ୍ଛା ଚିକିତ୍ସା ଯୋଗୁଁ ଜୀବନ ରକ୍ଷା ହେବା ବଦଳରେ ଜୀବନ ଚାଲିଯାଉଥିବା ଭଳି ଅଭିଯୋଗ ଉଠିଛି । ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଛି ଭଦ୍ରକ…

Read More