କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର
କଟକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ସହ ପୁଲିସର ମୁହାଁ ମୁହିଁ, ପାଲଟା ଗୁଳିରେ ଆହତ ଶଙ୍କର #କଟକ(ଏନ୍.ଏମ୍.): କଟକରେ ଏବେ ଅପରାଧୀକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଏପରିକି କମିଶନରେଟ ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିବା ଏହି ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କୁ ସାବାଡ଼ କରିବା କ୍ଷେତ୍ରରେ ପୁଲିସ ପଛଘୁଞ୍ଚା ଦେଉନଥିବା ଦେଖିବାକୁ ମିଳିଛି । ଆଜି ରାତି ପ୍ରାୟ ୮ଟା ୩୦ ମିନିଟ ସମୟରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ସାବାଡ଼ କରିବା ପାଇ ପୁଲିସ ଏନକାଉଣ୍ଟର କରିଥିବା…
