ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ
ସିଏମସି କାଉନସିଲ ବୈଠକରେ ବିରୋଧୀ କର୍ପୋରେଟରଙ୍କ ହଟ୍ଟଗୋଳ #କଟକ(ଏନ୍.ଏମ୍.): କଟକ ମହାନଗର ନିଗମରେ କାଉନସିଲ ବୈଠକ ଆରମ୍ଭରୁ କଂଗ୍ରେସ କର୍ପୋରେଟରମାନ ହଟ୍ଟଗୋଳ କରିଥିଲେ । ୩ଟି ବିଧାନସଭା ନିର୍ବାଚନକୁ ନେଇ ସିଏମସି ଗଠନ ହୋଇଛି । ବିଶେଷ କରି ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀଟି ସମ୍ପୂର୍ଣ୍ଣ ଥିବାବେଳେ ଚୌଦ୍ୱାର କଟକ ଏବଂ କଟକ ସଦରର ନିର୍ବାଚନ ମଣ୍ଡଳୀର ଆଂଶିକ ରହିଛି । ସମ୍ପ୍ରତି ବାରବାଟୀ-କଟକ ନିର୍ବାଚନ ମଣ୍ଡଳୀ ସମ୍ପୂର୍ଣ୍ଣ ସିଏମସି ଅଧିନରେ ଥିଲେ ମଧ୍ୟ ବିଧାୟକଙ୍କୁ ଅଣଦେଖା…
