ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍
ସୁପ୍ରିମକୋର୍ଟଙ୍କ ରାୟ ଉଲ୍ଲଂଘନ ଅଭିଯୋଗ :ପାରାଦୀପ ମଡେଲ ଥାନା ଅଧିକାରୀ ଓ ଜଗତସିଂହପୁର ଏସପିଙ୍କୁ ହାଇକୋର୍ଟଙ୍କ କାରଣ ଦର୍ଶାଅ ନୋଟିସ୍ #କଟକ(ଏନ୍.ଏମ୍.): ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ଅଦାଲତ ଅବମାନନା ପ୍ରସଙ୍ଗରେ ଓଡିଶା ହାଇକୋର୍ଟ ପାରାଦୀପ ମଡେଲ ଥାନା ଆଇଆଇସି ଓ ଜଗତସିଂହପୁର ଏସପିଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି । ଓମ୍ ପ୍ରକାଶ ଜୟସୱାଲ ବନାମ ବି.କେ.ମିତଲ ଏବଂ ସିବିଆଇ ମାମଲାରେ ରହିଥିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଜାଣିଶୁଣି ଉଲ୍ଲଂଘନ କରିଥିବାରୁ କହିଁକି…
