ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ
ତରୋଳ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ #ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୯ନମ୍ବର ୱାର୍ଡ ଜଗତପୁର ତରୋଳ ଗ୍ରାମରେ ମା’ ମଙ୍ଗଳା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ମହାନଦୀରୁ ୧୦୮ ଜଳ ପୂର୍ଣ୍ଣ କଳସୀରେ ଶ୍ରଦ୍ଧାଳୁ ଜଳ ନେଇ ଶୋଭାଯାତ୍ରାରେ ମା’ଙ୍କ ମନ୍ଦିରରେ ପହଁଞ୍ôଚ ଥିଲେ । ଏହି କଳସ ଶୋଭାଯାତ୍ରାରେ ଶତାଧିକ ଶ୍ରଦ୍ଧାଳୁ ମହାନଦୀ ବଟେଶ୍ୱର ତୁଠରୁ ବାହାରି ଆଇବି ରୋଡ,…
