କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର
କୁମ୍ଭକର୍ଣ୍ଣ ନିଦ୍ରାରେ ବିଦ୍ୟୁତ ବିଭାଗ: ମୁଖ୍ୟ ରାସ୍ତା ଉପରେ ଝୁଲୁଛି ୧୧କେଭି ବିଦ୍ୟୁତ ତାର #ଜଗତପୁର(ଏନ୍.ଏମ୍.): ଜଗତପୁର ୪୮ନମ୍ବର ୱାର୍ଡ ଫକୀରପୁର ବଉଳେଇ ସାହି ରାସ୍ତା ଉପରେ ୧୧କେଭି ବିଦ୍ୟୁତ ତାର ଝୁଲି ରହିଥିବା ଦେଖି ଲୋକେ ଭୟଭୀତ ହୋଇ ପଡିଛନ୍ତି । ଦୀର୍ଘ ଦିନ ଧରି ଝୁଲନ୍ତା ଅବସ୍ଥାରେ ଉଚ୍ଚକ୍ଷମତା ସମ୍ପନ୍ନ ସକ୍ରିୟ ବିଦ୍ୟୁତ ତାର ରହିବା ଯୋଗୁଁ କେତେବେଳେ ଅଘଟଣ ଘଟିବାର ଆଶଙ୍କା ରହିଛି । ତେବେ ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ…
