ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌

ବାରବାଟୀ ଦୁର୍ଗ ପରିସରରେ ଖୋଲିଲା ମ୍ୟୁଜିୟମ ଅଫ୍ ଜଷ୍ଟିସ୍‌ #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ବାରବାଟୀ କିଲ୍ଲା ଦୁର୍ଗ ପରିସରରେ ହାଇକୋର୍ଟର ମ୍ୟୁଜିୟମ ବା ମ୍ୟୁଜିୟମ୍ ଅଫ ଜଷ୍ଟିସ ଉଦ୍‌ଘାଟିତ ହୋଇଛି । ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ ଏହି ମ୍ୟୁଜିୟମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧରଙ୍କ ସମେତ ହାଇକୋର୍ଟର ବିଚାରପତି ବୃନ୍ଦ, ପୁଲିସ ଡିଜି ଯୋଗ ଦେଇଥିଲେ । ହାଇକୋର୍ଟ ପ୍ରତିଷ୍ଠାର ୭୫ ବର୍ଷ ପାଳନ…

Read More

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ : ବୋର୍ଡ

ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ : ବୋର୍ଡ #କଟକ(ଏନ୍‌.ଏମ୍‌.): ଚଳିତ ବର୍ଷ ସରକାରୀ ହାଇସ୍କୁଲ ପାଠ୍ୟକ୍ରମରେ ଏପ୍ରିଲରୁ ଆରମ୍ଭ ହେବ ନୂତନ ଶିକ୍ଷାବର୍ଷ । ନୂଆ ଶିକ୍ଷାବର୍ଷ ଏପ୍ରିଲରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ ଶିକ୍ଷା ବର୍ଷର ଖସଡା ସମ୍ପର୍କରେ ସମସ୍ତ ସୂଚନା ଏକ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି । ସୂଚନା ଅନୁଯାୟୀ,…

Read More

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ

ବଢ଼ୁଛି ବେଆଇନ ଗୋ-ଚାଲଣ: ପୁଲିସକୁ ମାଫିଆଙ୍କ ମରଣାନ୍ତକ ଆକ୍ରମଣ #ଆଠଗଡ଼(ଏନ୍‌.ଏମ୍‌.): ରାଜ୍ୟରେ ଏବେ ଦିନ ଦିନ ବୃଦ୍ଧି ପାଉଛି ବେଆଇନ ଗୋଚାଲଣ । ଏ ନେଇ ନ୍ୟାୟାଳୟ ମଧ୍ୟ ସ୍ୱତନ୍ତ୍ର କଟକଣା ଲଗାଇଥିଲେ ବି ମାନୁନାହାନ୍ତି ଗୋ ମାଫିଆ । ତେବେ ଗୋମାଫିଆମାନେ ବେଆଇନ ଭାବେ ଗୋ ଚାଲଣ କରୁଥିବାବେଳେ ପୁଲିସକୁ ମଧ୍ୟ ମରଣାନ୍ତକ ଆକ୍ରମଣ କରିବାକୁ ପଛାଉନଥିବା ଦେଖିବାକୁ ମିଳିଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଶାସନ ଛକରେ…

Read More