ବୋରିଗୁମ୍ମା ଇରିଗେସନ୍ କଲୋନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର
ବୋରିଗୁମ୍ମା ଇରିଗେସନ୍ କଲୋନୀରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ମାଫିଆ ଫେରାର ଜୟପୁର(ଏନ୍.ଏମ୍.): କୋରାପୁଟ ଜିଲ୍ଲା ବୋରିଗୁମ୍ମା ସ୍ଥିତ ଇରିଗେସନ କଲୋନୀର ଏକ ଘର ନିକଟରୁ ପୁଲିସ୍ ପ୍ରାୟ ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ବୋଝେଇ ଥିବା ଏକ ପିକ୍ଅପ୍ ଭ୍ୟାନ ସହିତ ଗୋଟିଏ ମାଉଜର ପାଇଥିଲା । ଏହାକୁ ପୁଲିସ ଜବତ କରି ଥିବାବେଳେ ଗଞ୍ଜେଇ ମାଫିଆମାନେ ଫେରାର…
