କଟକ ମହାନଗର କୈବର୍ତ୍ତ ସଭାର ବୈଠକ
କଟକ ମହାନଗର କୈବର୍ତ୍ତ ସଭାର ବୈଠକ #କଟକ(ଏନ୍.ଏମ୍.): ନିଖିଳ ଓଡ଼ିଶା କୈବର୍ଷ ମହାସଭା ଅନୁବନ୍ଧିତ କଟକ ମହାନଗର କୈବର୍ତ୍ତ ସଭାର ଏକ ବୈଠକ ଖାନନଗରସ୍ଥିତ ପଞ୍ଚମୁଖୀ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ବୈଠକରେ ସଂଗଠନର ସଭାପତି କୁଶ ସାହୁ ଓ ସଂପାଦକ ଭୈରବ ଚନ୍ଦ୍ର ବେହେରା ଓ ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ଆଗାମୀ ଦିନରେ ସଂଗଠନକୁ କିପରି ସୁଦୃଢ କରାଯିବ ସେଥିପାଇଁ ସଂକଳ୍ପ ନେଇଥିଲେ । ଏହି ବୈଠକରେ ମୁଖ୍ୟଅତିଥି ଭାବେ…
