ଚୌଦ୍ୱାର କଟକ ମହିଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା
ଚୌଦ୍ୱାର କଟକ ମହିଳା ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା #କଟକ(ଏନ୍.ଏମ୍.): ରାଜ୍ୟ ସରକାର ମହିଳାମାନଙ୍କୁ ସଶକ୍ତକରଣ କରିବା ସଂଗେ ସଂଗେ ସମାଜର ମୁଖ୍ୟସ୍ରୋତରେ ସାମିଲ କରି ସମଗ୍ର ଭାରତ ବର୍ଷରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରି ଏକ ଉଦାହରଣ ପାଲଟିଛନ୍ତିି । ଏହି ଅବସରରେ ଚୌଦ୍ୱାର କଟକ ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ସୌଭାଗିନୀ ଜେନାଙ୍କ ନେତୃତ୍ୱରେ କଟକ ସିଟି କମିଟିରେ ସ୍ଥାନ ପାଇଥିବା ବିଭିନ୍ନ ପଦାଧିକାରୀମାେ ଚୌଦ୍ୱାର କଟକର ପ୍ରାକ୍ତନ ବିଧାୟକ ଡଃ…
