ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ
ଆଡଗଡ଼ ଅଞ୍ଚଳରେ ଗୁଳି ମାଡ ୩ ଆହତ #ଆଠଗଡ଼(ଏନ୍.ଏମ୍.): ଆଠଗଡ ଥାନା ଅଞ୍ଚଳରେ ଗୁଳିମାଡ଼ । ଜେନାପଦା ଦେଶ ମଝି ସାହିରେ ଗୁଳିମାଡ । ଗୁଳିମାଡ଼ର କାରଣ ଅସ୍ପଷ୍ଟ । ଗୁଳିମାଡ଼ରେ ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ସମସ୍ତଙ୍କୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ଆହତ ମାନଙ୍କ ମଧ୍ୟରେ ବଂଶୀଧର ନାୟକ, ଜିତେନ୍ଦ୍ର ନାୟକ ଦୀନବନ୍ଧୁ ନାୟକ…
