ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ

ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘର ବାର୍ଷିକ ଉତ୍ସବ #କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ (ସହବନ୍ଧିତ ସର୍ବଭାରତୀୟ ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଂଘ)ର ବାର୍ଷିକ ଉତ୍ସବ ସହିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱଜିତ ଘୋଷ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ଜାତୀୟ ସଭାପତି ଡକ୍ଟର ପୀତବାସ ମିଶ୍ର, ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ,…

Read More

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ

ହାତୀ ମୃତ୍ୟୁର ତଦନ୍ତ ସମୟରେ ଅଭିଯୁକ୍ତର ମୃତ୍ୟୁ: ଥାନାରେ ଅଟକ ରହିଲେ ବନବିଭାଗ କର୍ମଚାରୀ #ଆଠଗଡ଼ (ଏନ୍‌.ଏମ୍‌.): ମୃତ ହାତୀର ତଦନ୍ତ ସମୟରେ ବନବିଭାଗ କର୍ମଚାରୀଙ୍କ କଷ୍ଟଡ଼ିରେ ଅଭିଯୁକ୍ତର ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ବୃଦ୍ଧି ପାଇବା ସହ ବନବିଭାଗ କର୍ମଚାରୀଙ୍କୁ ଥାନାରେ ଅଟକ ରଖାଯାଇ ପୁଲିସ ଘଟଣାର ତଦନ୍ତ ଚାଲିଛି । ସୂଚନା ଅନୁଯାୟୀ, ଚଳିତ ମାସ ଦୁଇ ତାରିଖରେ ବଡମ୍ବା ରେଞ୍ଜ ଅନ୍ତର୍ଗତ ମାଣିଆବନ୍ଧ…

Read More

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ

ମହିମା ଶୂନ୍ୟ ମନ୍ଦିରରେ ଅଗ୍ନିତ୍ସୋବ #ଆଠଗଡ଼(ଏନ୍‌.ଏମ୍‌.): ଆଠଗଡ଼ ଅଞ୍ଚଳରେ ପାଳିତ ହୋଇଯାଇଛି ପବିତ୍ର ଅଗ୍ନି ଉତ୍ସବ । ବିଶେଷ କରି ଅଗ୍ନି ଉତ୍ସବକୁ ମହିମା ଧର୍ମବଲମ୍ବୀ ସାଧୁସନ୍ଥମାନେ ପାଳନ କରୁଥିବାବେଳେ ଏବେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରେ ପାଳିତ ହୋଇ ଆସୁଛି । ଏହି ଅବସରରେ ବିଶେଷ କରି ଝାଡ଼ ଜଳିବାର ପରମ୍ପରା ରହିଛି । ମହିମା ଧର୍ମର ବିଭିନ୍ନ ଶୂନ୍ୟମନ୍ଦିରରେ ଏହି ଉତ୍ସବ ବେଶ ଯାକଜମକରେ ପାଳିତ ହୋଇଥାଏ । ସେହି ଭଳି କଟକ ଜିଲ୍ଲାର…

Read More