କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
କୋଣାର୍କ ସିଭିଲ କୋର୍ଟ କମ୍ପେ୍ଲକ୍ସ ନିମନ୍ତେ ଶିଳାନ୍ୟାସ କଲେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି #କୋଣାର୍କ (ଏନ୍.ଏମ୍.): ବହୁ ପ୍ରତିକ୍ଷାର ଓ ବାଦବିବାଦର ଅନ୍ତ ଘଟାଇ ଆଜି ସ୍ଥାନୀୟ ମାଧିପୁର ଛକ ନିକଟରେ କୋଣାର୍କ କୋର୍ଟ କମ୍ପେ୍ଲକ୍ସର ନୂତନ ଗୃହ ନିର୍ମାଣ ପାଇଁ ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଏସ ମୁରଲିଧର ଓ ଜଷ୍ଟିସ ବିଆର ଷଡ଼ଙ୍ଗୀ ଯୋଗଦେଇ ଶୁଭ ଦେଇଥିଲେ । ମାଧିପୁର ମୌଜାରେ…
