ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ
ତେଲେଙ୍ଗାପେଣ୍ଠସ୍ଥିତ ଗାନ୍ଧୀସ୍ମୃତି ପୀଠ ଠାରେ ତ୍ରିଦିବସୀୟ ପଲ୍ଲିଶ୍ରୀ ମେଳା ଉଦଘାଟିତ #କଟକ ସଦର(ଏନ୍.ଏମ୍.): ଗାନ୍ଧୀ ଦର୍ଶନ ସମଗ୍ର ବିଶ୍ୱରେ ଆଦୃତ ଓ ଅନୁକରଣୀୟ । ସୃଷ୍ଟି ଓ ସ୍ରଷ୍ଟାର ନିର୍ଦ୍ଦେଶ ମୁତାବକ ସମଗ୍ର ବିଶ୍ୱରେ ଶାନ୍ତିର ବାର୍ତ୍ତା ପ୍ରଚାର ଓ ପ୍ରସାର କରି ଜାତିର ଜନକ ମହାତ୍ମା ଗାନ୍ଧୀ ଯେଉଁ ଆଦର୍ଶ ଓ ଅନୁପ୍ରେରଣା ସୃଷ୍ଟି କରିଛନ୍ତି ତାହା ବାସ୍ତବ ସମାଜରେ ଗ୍ରହଣୀୟ ହୋଇପାରିଛି । ଆଧ୍ୟାତ୍ମିକ ଚେତନା ଠାରୁ ଆରମ୍ଭ କରି ସ୍ୱାଧୀନତା ଆନ୍ଦୋଳନ, ନାରୀ…
