କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ
କର୍ପୋରେଟର ପ୍ରାର୍ଥିନୀ ମମତା ନାୟକଙ୍କ ନାମାଙ୍କନ ପତ୍ର ଦାଖଲ ଜଗତପୁର(ଏନ୍.ଏମ୍.): ଚଳିତ କଟକ ମହାନଗର ନିଗମ ନିର୍ବାଚନରେ ପ୍ରାର୍ଥି ପତ୍ର ଦାଖଲ ଚତୁର୍ଥ ଦିନରେ ଜଗତପୁର ଅନତର୍ଗତ ଦୁଇ ଗୋଟି ୱାର୍ଡ ମଧ୍ୟରୁ ପ୍ରଥମ କରି ୪୮ ନମ୍ବର ୱାର୍ଡର ଜଣେ ମହିଳା ସ୍ୱାଧିନ ପ୍ରାଥି ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ୱାର୍ଡଟି ସଂରକ୍ଷିତ ମହିଳାଙ୍କ ନିମନ୍ତେ ଆସନ ହୋଇଥିବାରୁ ପୁରୁଣା ଜଗତପୁର ଗ୍ରାମର ମମତା ନାୟକ ସ୍ୱାଧିନ ପ୍ରାର୍ଥିନୀ ଭାବେ ସମର୍ଥକମାନଙ୍କ…
