ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା, ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ
ଫନିରେ ଭାଙ୍ଗିଲା ବାସଗୃହ : ପ୍ରଶାସନ ସହାୟତାକୁ ଅପେକ୍ଷା ଭଙ୍ଗା କୁଡିଆରେ ପାଲ ତଳେବିତୁଛି ଜୀବନ ଜଗତପୁର (ଏନ.ଏମ୍.): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସାଧାରଣ ଲୋକଙ୍କ ଉନ୍ନତି ଓ ବିକାଶ ନିମନ୍ତେ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ମାତ୍ର ଏହି ଯୋଜନା ବିଭିନ୍ନ ସମୟରେ ଦିଗହରା ହୋଇଥିବା ବେଳେ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ସାଲେପୁର ବ୍ଲକ ଜଗତପୁରସ୍ଥିତ ମୁତାରିଫା ପଞ୍ଚାୟତ ଭୟରପୁର ଗ୍ରାମର ୧୪ନମ୍ବର ୱାର୍ଡ…
