ଶିକ୍ଷା ଧ୍ୱଂସକାରୀ ଏନଇପି-୨୦୨୦ ବାତିଲ ଦାବିରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଉଦଘାଟିତ
ଶିକ୍ଷା ଧ୍ୱଂସକାରୀ ଏନଇପି–୨୦୨୦ ବାତିଲ ଦାବିରେ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ ଉଦଘାଟିତ କଟକ (ଏନ୍.ଏମ୍.): ଶିକ୍ଷାକୁ ଧ୍ୱଂସ କରିବାର ନୀଳ ନକ୍ସା ଜାତୀୟ ଶିକ୍ଷା ନୀତି ୨୦୨୦ ବାତିଲ ଦାବିରେ ଦେଶବ୍ୟାପୀ ୧ କୋଟି ଦସ୍ତଖତ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମ କଟକରେ ଆଜି ଏଆଇଡିଏସଓ ଉଦ୍ୟୋଗରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂଗ୍ରାମୀ ଫୋରମର ଆବାହକ ପ୍ରଶାନ୍ତ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କାୟସ୍ଥ, ଏଆଇଡିଏସ୍ଓ ଓଡିଶା…
