ମୁମ୍ବାଇ ଶାନ୍ତାକ୍ରୁଜ ୱେଷ୍ଟ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ

ମୁମ୍ବାଇ ଶାନ୍ତାକ୍ରୁଜ ୱେଷ୍ଟ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ ମୁମ୍ବାଇ(ଏଜେନ୍ସି): ଶାନ୍ତାକ୍ରୁଜ (ୱେଷ୍ଟ) ମୁମ୍ବାଇସ୍ଥିତ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ । ଭାରତୀୟ ଜୀବନବୀମା କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୬ଟା ୪୦ ମିନିଟ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଦୀର୍ଘ ସମୟ ଧରି ହୁତୁହୁତୁ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ଅଗ୍ନିଶମ ବିଭାଗ ଦୀର୍ଘ ସମୟର କସରତ ପରେ ଅଗ୍ନିକୁ ଆୟତ୍ତ କରିବାରେ ସଫଳ…

Read More

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର

ସମ୍ଭାବ୍ୟ ବାତ୍ୟା ‘ଆସାନି’ ନେଇ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ସିଏମସି କମିଶନରଙ୍କୁ ଦାବିପତ୍ର କଟକ(ଏନ୍‌.ଏମ୍‌.): ଆଜି କଟକ ମହାନଗର ନିଗମ କଂଗ୍ରେସ କର୍ପୋରେଟର ଦଳ ପକ୍ଷରୁ ବିରୋଧୀ ଦଳ ନେତା ସନ୍ତୋଷ କୁମାର ଭୋଳଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳ ସିଏମସି ଆୟୁକ୍ତଙ୍କୁ ଭେଟି ସମ୍ଭାବ୍ୟ ବାତ୍ୟା ‘ଆସାନି’ ବାତ୍ୟା ମୁକାବିଲା ପାଇଁ ପ୍ରତିକାର ଓ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରି ଏକ ଦାବିପତ୍ର ପ୍ରଦାନ କରାଯାଇଛି । କଟକ ସହରର ମୁଖ୍ୟନାଳ ବକ୍ସି ବଜାର…

Read More

ଟିପିସିଓଡିଏଲର ଉପଭୋକ୍ତା ଶୋଷଣ ନୀତି ନେଇ କୁହୁଳୁଛି ଅସନ୍ତୋଷ

ଟିପିସିଓଡିଏଲର ଉପଭୋକ୍ତା ଶୋଷଣ ନୀତି ନେଇ କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍‌.ଏମ୍‌.): ଟିପିସିଓଡିଏଲ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବା ପରେ ଉପଭୋକ୍ତାଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଟାଟା ଏକ ପୁରୁଣା ଏବଂ ପ୍ରତିଷ୍ଟିତ କମ୍ପାନୀ ହୋଇଥିବାରୁ ସାଧାରଣ ଲୋକଙ୍କର ଧାରଣା ଥିଲା ଯେ, ଟାଟା ଦାୟିତ୍ୱ ନେବା ପରେ ଉପଭୋକ୍ତାମାନେ ଅଧିକ ସୁଫଳ ପାଇବେ । ବିଦ୍ୟୁତ ବଣ୍ଟନ, ପରିଚାଳନାରେ ଅଧିକ ସୁଧାର ଆସିପାରିବ । କିନ୍ତୁ ଦାୟିତ୍ୱ ନେବା ପରେ ସବୁ…

Read More

ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଅନଲାଇନକୁ ବିରୋଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ଅନଲାଇନକୁ ବିରୋଧ କରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କଟକ(ଏନ୍‌.ଏମ୍‌.): ନିର୍ମାଣ ଶ୍ରମିକ ପଞ୍ଜିକରଣ, ସମସ୍ତ ସହାୟତା ଆବେଦନକୁ ଅନଲାଇନ କରିବା ବିରୁଧ୍ୟରେ କଟକ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଶ୍ରମଅଧିକାରୀଙ୍କ ଜରିଆରେ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଆଜି ଏ ନେଇ କଟକ ଜିଲ୍ଲା ନିର୍ମାଣ ଶ୍ରମିକ ସଂଗଠନ ସମନ୍ୱୟ କମିଟି ପକ୍ଷରୁ କଟକ ଜିଲ୍ଲା ଶ୍ରମ କର୍ଯ୍ୟାଳୟରେ ସମ୍ମୁଖରେ…

Read More

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ

ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଆସନ୍ତା ୪୮ ଘଣ୍ଟାରେ ନେବ ଅବପାତର ରୂପ ଭୁବନେଶ୍ୱର(ଏନ୍‌.ଏମ୍‌.): ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଗତ ୪ ତାରିଖରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଜି ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ସୂଚନା ଦିଆଯାଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଓ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା…

Read More

କିନ୍ନରମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ : ମନ୍ତ୍ରୀ

ଭୁବନେଶ୍ୱରରେ କିନ୍ନର କଲ୍ୟାଣ ନେଇ ପୂର୍ବାଞ୍ଚଳ କର୍ମଶାଳା ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ କିନ୍ନରମାନଙ୍କୁ ବିଭିନ୍ନ ସୁବିଧା ଯୋଗାଇଦେବାକୁ ସରକାର ପ୍ରତିବଦ୍ଧ : ମନ୍ତ୍ରୀ ଭୁବନେଶ୍ୱର(ଏନ୍‌.ଏମ୍‌.): କିନ୍ନରମାନଙ୍କ ଜବୀନ ଧାରାରେ ଉନ୍ନତି ସାଙ୍ଗକୁ ସମତା ଓ ନ୍ୟାୟ ସୁରକ୍ଷିତ କରିବାକୁ ରାଜ୍ୟ ସରକାରଙ୍କ ‘ସ୍ୱୀକୃତି’ କାର୍ଯ୍ୟକ୍ରମ ଦେଶରେ ଏକ ମାଇଲଖୁଣ୍ଟ ପଦକ୍ଷେପ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି । ଆଜି ଭାରତ ସରକାରଙ୍କ…

Read More

ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ

ବୟନିକାର ୬୬ତମ ପ୍ରତିଷ୍ଠା ଦିବସ ସମାରୋହ ଭୁବନେଶ୍ୱର (ଏନ୍‌.ଏମ୍‌.): ଉତ୍କର୍ଷ କଳାର ଦେଶ, ଉତ୍କଳ, ଯାହା ଆଜି ଓଡ଼ିଶା ରାଜ୍ୟ ଭାବେ ବିଶ୍ୱବିଦିତ, ନିଜର କଳା, ସଂସ୍କୃତି ଓ ସ୍ଥାପତ୍ୟ ପାଇଁ । ଉତ୍କଳୀୟ କଳା ସଂସ୍କୃତି ପାଇଁ ‘ହସ୍ତତନ୍ତ ବସ୍ତ୍ର’ର ଭୂମିକା ସ୍ୱତନ୍ତ୍ର । ଭାରତର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ସଂରକ୍ଷଣ କ୍ଷେତ୍ରରେ ଯୁଗଯୁଗରୁ ଓଡ଼ିଶା ହସ୍ତତନ୍ତ ବସ୍ତ୍ର, ବିଶେଷ ଭାବେ ‘ବାନ୍ଧବସ୍ତ୍ର’ର ସ୍ୱତନ୍ତ୍ର ସ୍ଥାନ ରହିଆସିଛି । ଏହି ପ୍ରାଚୀନ କଳାକୁ ଉଜ୍ଜୀବିତ…

Read More

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା

ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ରାଜୀବ ଭବନଠାରେ ସୂଚନା ଦେଇ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଲେ ଯେ, ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଘୂର୍ଣ୍ଣିବଳୟ ଅବପାତର ରୂପ ନେଇପାରେ । ଅବପାତରୁ ତୀବ୍ର ଅବପାତ ଓ ବାତ୍ୟା ହେବ କି ନାହିଁ ଆସନ୍ତା କାଲି ସନ୍ଧ୍ୟାବେଳକୁ ଏହା ସ୍ପଷ୍ଟ ହୋଇଯିବ । ପରିସ୍ଥିତିକୁ ଆଖି ଆଗରେ ରଖି ସରକାର ୧୮ଟି ଜିଲ୍ଲାକୁ ପ୍ରସ୍ତୁତ…

Read More

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ

ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ କଟକ (ଏନ୍‌.ଏମ୍‌.): ଭିଜିଲାନ୍ସ ଜାଲରେ କୋଟିପତି ପ୍ରାଣୀଧନ ନିରୀକ୍ଷକ । ଭୁବନେଶ୍ୱର ରଘୁନାଥପୁରର ପ୍ରାଣୀଧନ ନିରୀକ୍ଷକ ଜଗନ୍ନାଥ ରାଉତଙ୍କ ପାଖାପାଖି ୧୦ କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । ଚଢାଉ ବେଳେ ୫୦୦ଗ୍ରାମ ସୁନା, ୨୫୦ ଗ୍ରାମର ଚାନ୍ଦି ଓ ୧୦ ଗ୍ରାମରୁ ଅଧିକ ହୀରା ଜବତ ହୋଇଥିବା ସୂଚନା ମିଳିଛି । ଏଥିସହିତ ୩୯.୪୮ଲକ୍ଷ ଟଙ୍କାର ବୀମା ପଲିସ ମଧ୍ୟ ଥିବା ଜଣାପଡ଼ିଛି । ତେବେ ଆୟ…

Read More

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ : କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ରାସ୍ତା ଉପରେ ଗଦାହେଉଛି କୁଢ଼କୁଢ଼ ଆବର୍ଜନା

କୁମ୍ଭକର୍ଣ୍ଣ ନିଦ୍ରାରେ ବିଭାଗୀୟ ଅଧିକାରୀ କେନ୍ଦ୍ରାପଡ଼ା-ପଟ୍ଟାମୁଣ୍ଡାଇ କେନାଲ ରାସ୍ତା ଉପରେ ଗଦାହେଉଛି କୁଢ଼କୁଢ଼ ଆବର୍ଜନା କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଜଗତପୁରସ୍ଥିତ କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ହାଇଲେବୁଲ କେନାଲ ବନ୍ଧ ଏବେ ମରଣଯନ୍ତା ପାଲଟିଛି । କେନାଲର ଜିରୋପଏଣ୍ଟ ଠାରୁ ପୁରୁଣା ଶିଳ୍ପାଞ୍ଚଳ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲେ ମଧ୍ୟ ଏଥି ପ୍ରତି ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନୀତି ଦୁର୍ଭାଗ୍ୟଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଦୀର୍ଘ ଦିନ ଧରି ଏହି ବନ୍ଧ…

Read More

ତାତିଲେ ଅଭିଭାବକ: ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ

ତାତିଲେ ଅଭିଭାବକ ବିଦ୍ୟାଳୟରେ ପିଲାଙ୍କୁ ପରସା ଯାଉଛି ପୋକ ମିଶା ବିଷାକ୍ତ ଖାଦ୍ୟ ସାଲେପୁର(ଏନ୍‌.ଏମ୍‌.): ବିଦ୍ୟାଳୟରେ ପିଲା ଖାଉଛନ୍ତି ପୋକ ମିଶା ବିଷାକ୍ତ ଖାଦ୍ୟ । କଟକ ଜିଲ୍ଲା ସାଲେପୁର ବ୍ଲକ ମଧ୍ୟକଛ ଗ୍ରାମରେ ଥିବା ମଧ୍ୟକଛ ସରକାରୀ ଉଚ୍ଚ ବିଦ୍ୟାଳୟରେ ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ପିଲାମାନଙ୍କୁ ନିମ୍ନମାନର ପୋକମିଶା ବିଷାକ୍ତ ଖାଦ୍ୟ ଦିଆଯାଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ସରକାର ସର୍ବଶିକ୍ଷା ଅଭିଯାନରେ ପିଲାମାନେ କିପରି ବିଦ୍ୟାଳୟକୁ ଆସିବେ…

Read More

ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର

ବାଚସ୍ପତିଙ୍କୁ ବିଜୁବାବୁଙ୍କ ସ୍ୱତନ୍ତ୍ର ଚିତ୍ର ଉପହାର ଭୁବନେଶ୍ୱର (ଏନ୍‍.ଏମ୍‍.):ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉତ୍ତୁଙ୍ଗ ବ୍ୟକ୍ତିତ୍ୱ ଏବଂ ଜୀବନୀ ଉପରେ ପର୍ଯ୍ୟବସିତ ପାଞ୍ଚଟି ସ୍ୱତନ୍ତ୍ର ଚିତ୍ର ଓଡ଼ିଶା ଲାଇଭ୍‌ ମେଡ଼ିଆ ନେଟ୍‌ୱାର୍କ ପକ୍ଷରୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡଃ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ପ୍ରଦାନ କରାଯାଇଛି । ଏହି ଚିତ୍ରଗୁଡ଼ିକୁ ପ୍ରସିଦ୍ଧ ଓଡ଼ିଆ ଚିତ୍ରକାର ଶ୍ରୀ ବଳଦେବ ମହାରଥା ପ୍ରସ୍ତୁତ କରିଛନ୍ତି । ବିଜୁବାବୁୁ ଓଡ଼ିଆ ଅସ୍ମିତା, ଜାତୀୟତା ଓ ସ୍ୱାଭିମାନର ପ୍ରତୀକ । ସେ ଜଣେ ବ୍ୟକ୍ତି ନଥିଲେ…

Read More