ସନ୍ଦେହ ଘେରରେ ବାରଙ୍ଗ ଥାନା ଏଏସଆଇଙ୍କ ମୃତ୍ୟୁ
ସନ୍ଦେହ ଘେରରେ ବାରଙ୍ଗ ଥାନା ଏଏସଆଇଙ୍କ ମୃତ୍ୟୁ #କଟକ (ଏନ୍.ଏମ୍.): କଟକ ଜିଲ୍ଲା ବାରଙ୍ଗ ଥାନା ଏଏସ୍ଆଇଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତାଙ୍କ ନାମ ଅଶୋକ ପ୍ରଧାନ । ସ୍ଥାନୀୟ ନନ୍ଦନକାନନ ସ୍ଥିତ ପଦାସାହି ଘରୁ ତାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ମିଳିଥିବା ସୂଚନା ମୁତାବକ, ଗତକାଲି ରାତି ପ୍ରାୟ ସାଢ଼େ…
