ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ
ସାଲେପୁର ଅଞ୍ଚଳରେ ବିରୂପାନଦୀ ସୁରକ୍ଷା ବନ୍ଧର ଶିଳାନ୍ୟାସ ସାଲେପୁର(ଏନ୍.ଏମ୍.): ସମ୍ପ୍ରତି ନଦୀବନ୍ଧଗୁଡ଼ିକ ରକ୍ଷଣାବେକ୍ଷଣ ଅଭାବରୁ ଦୁର୍ବଳ ହେବାରେ ଲାଗିଛି । ଏଥି ପାଇଁ ନଦୀକୂଳିଆ ଜନସାଧାରଣ ଆତଙ୍କିତ ରହିଛନ୍ତି । ବିଶେଷ କରି ବିରୂପା ନଦୀବନ୍ଧ ଅବସ୍ଥା କହିଲେ ନସରେ । ଦୀର୍ଘ ବର୍ଷ ଧରି ଏହି ନଦୀର ବନ୍ଧଗୁଡ଼ିକ ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲେ ମଧ୍ୟ ଏହାର ମରାମତି ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇଥିଲା । ଏ ନେଇ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ…
