ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ୪୮ନମ୍ବର କର୍ପୋରେଟର

ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି ୪୮ନମ୍ବର କର୍ପୋରେଟର ଜଗତପୁର (ଏନ୍‍.ଏମ୍‍.): ବର୍ଷାକୁ ଦୃଷ୍ଟିରେ ରଖି ଏବେ କଟକ ସହରରେ ଜଳନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ କିଭଳି ଜନସାଧାରଣ ଜଳବନ୍ଦୀ ସମସ୍ୟା ନଭୋଗିବେ ସେନେଇ ସ୍ଥାନୀୟ କର୍ପୋରେଟର ନଳିନୀ ବେହେରା ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ୱାର୍ଡରେ ବହୁଦିନ ଧରି ରହିଥିବା ସମସ୍ୟାର ସମାଧାନ କରି ଅଞ୍ଚଳବାସୀଙ୍କ…

Read More

ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ

ଦୃଷ୍ଟି ଏଜୁକେସନାଲ୍‌ରେ ଆନ୍ତର୍ଜାତୀୟ ଯୋଗ ଦିବସ କଟକ(ଏନ୍‍.ଏମ୍‍.): କଟକ ସ୍ଥିତ ଦୃଷ୍ଟି ଏଜୁକେସନାଲ୍ ଏଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ବହୁ ଛାତ୍ର ଓ ଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରକାର ଯୋଗ ପ୍ରଦର୍ଶନୀ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାରତର ସ୍କାଉଟ୍ ଓ ଗାଇଡ୍‌ର ରାଜ୍ୟ କୋଷାଧ୍ୟକ୍ଷ ଭବାନୀ ପ୍ରସାଦ ମିଶ୍ର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଯୋଗର ଉପକାରିତା ସମ୍ପର୍କରେ ବୁଝାଇଥିଲେ । ଯୋଗ…

Read More

ଭିଜିଲାନ୍ସ ଅଧିକାରୀଙ୍କ ଅକାଳ ବିୟୋଗ

ଭିଜିଲାନ୍ସ ଅଧିକାରୀଙ୍କ ଅକାଳ ବିୟୋଗ କଟକ(ଏନ୍‍.ଏମ୍‍.): ରାଜ୍ୟ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟର ବରିଷ୍ଠ କର୍ମଚାରୀ ଅଧିକ୍ଷକ ଲେବୁଲ-୨ ରବିନ୍ଦ୍ର ନାଥ ବେହେରାଙ୍କ ଗତ ଜୁନ ୨୦ତାରିଖ ରାତିରେ ହୃଦଘାତରେ ପରଲୋକ ହୋଇ ଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସେ ଜଣେ ଦକ୍ଷ, ମେଳାପି ଓ ସରଳ ମଣିଷ ଭାବେ ନିର୍ଦ୍ଦେଶାଳୟରେ ସମସ୍ତ ପ୍ରିୟ ଥିଲେ । ତାଙ୍କ ଅସମୟ ବିୟୋଗରେ ନିର୍ଦ୍ଦେଶାଳୟ ଅଧିକାରୀ ଓ କର୍ମଚାରୀମାନେ ଗଭୀର ଶୋକ ପ୍ରକାଶ…

Read More

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଭୁବନେଶ୍ୱର(ଏନ୍‍.ଏମ୍‍.): ରାଜ୍ୟ ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତ୍ତନ ତଥା ସୂଚନା ଓ ଲୋକ ସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ ନୂତନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଲୋକସେବା ଭବନସ୍ଥିତ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରକୋଷ୍ଠ(ପ୍ରେସ୍ ଲାଉଞ୍ଜ)ଠାରେ ବରିଷ୍ଠ ତଥା ଅଧିସ୍ୱୀକୃତ ସାମ୍ବାଦିକମାନେ ମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ…

Read More

ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି କର୍ପୋରେଟର ନଳିନୀ ବେହେରା

ୱାର୍ଡ଼ରେ ବହୁଦିନର ସମସ୍ୟାକୁ ସମାଧାନ କରି ପ୍ରଶଂସା ସାଉଁଟୁଛନ୍ତି କର୍ପୋରେଟର ନଳିନୀ ବେହେରା ଜଗତପୁର (ଏନ୍‍.ଏମ୍‍.): ବର୍ଷାକୁ ଦୃଷ୍ଟିରେ ରଖି ଏବେ କଟକ ସହରରେ ଜଳନିଷ୍କାସନ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନିଆଯାଉଛି । ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୮ନମ୍ବର ୱାର୍ଡ ଜଗତପୁର ଅଞ୍ଚଳରେ କିଭଳି ଜନସାଧାରଣ ଜଳବନ୍ଦୀ ସମସ୍ୟା ନଭୋଗିବେ ସେନେଇ ସ୍ଥାନୀୟ କର୍ପୋରେଟର ନଳିନୀ ବେହେରା ଜୋରଦାର ଉଦ୍ୟମ ଜାରି ରଖିଛନ୍ତି । ୱାର୍ଡରେ ବହୁଦିନ ଧରି ରହିଥିବା ସମସ୍ୟାର ସମାଧାନ କରି…

Read More

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଓଡ଼ିଶାର ଦ୍ରୌପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ନୂଆଦିଲ୍ଲୀ(ଏଜେନ୍ସି): ଓଡ଼ିଶାର ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଏନ୍‌ଡିଏ ମେଣ୍ଟ ପକ୍ଷରୁ ଚୟନ କରାଯାଇଛି । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ନିର୍ବାଚନ ଜିତିବାକୁ ସଂଖ୍ୟା ଥିବାରୁ ୬୪ ବର୍ଷୀୟ ଶ୍ରୀମତୀ ମୁର୍ମୁ ହିଁ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବା ଏକ ପ୍ରକାରର ନିଶ୍ଚିତ ହୋଇଛି । ଯଦି ମୁର୍ମୁ ଜିତନ୍ତି,ତା’ହେଲେ ସେ ହେବେ ପ୍ରଥମ ଓଡ଼ିଆ ରାଷ୍ଟ୍ରପତି । ସେହିପରି ଦେଶର ଦ୍ୱିତୀୟ ମହିଳା ରାଷ୍ଟ୍ରପତି…

Read More

ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ

ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ ଜଗତପୁର(ଏନ୍‌.ଏମ୍‌): ଜଗତପୁରସ୍ଥିତ ନିମପୁର ପୁରୁଣା ଶିଳ୍ପାଞ୍ଚଳ ପାଶ୍ୱର୍ରେ ଥିବା ହରିହରାନନ୍ଦ ଦାତବ୍ୟ ଚିକିତ୍ସାଳୟରେ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି । ଏହି ଯୋଗ ଦିବସରେ ସ୍ୱାମୀ ସମର୍ପଣାନନ୍ଦ ଗିରି, ସ୍ୱାମୀ ସୁଧାନନ୍ଦ ଗିରି, ସ୍ୱାମୀ ବିଜ୍ଞାନାନନ୍ଦ ଗିରି, ଡକ୍ଟର ଧ୍ରୁବଚରଣ ମହାପାତ୍ର, ପ୍ରଶାନ୍ତ ବାବା, ତ୍ରିଜିବ ଦାସ, ଡକ୍ଟର ଜିତେନ୍ଦ୍ର କେପି, ଡକ୍ଟର ସସ୍ମିତା ଦାସ(ବ୍ୟାଙ୍ଗଲୋର) ଲୋକମାନଙ୍କୁ ଯୋଗ ଶିକ୍ଷା ଦେଇଥିଲେ । ଏହି ଯୋଗ ଶିକ୍ଷା…

Read More

ଚୌଦ୍ୱାର କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ

ଚୌଦ୍ୱାର କଲେଜରେ ଆନ୍ତର୍ଜାତିକ ଯୋଗ ଦିବସ ଚୌଦ୍ୱାର(ଏନ୍‌.ଏମ୍‌.): ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ସାରା ଦେଶରେ ପାଳନ କରାଯାଉଛି ଆଜାଦିର ଅମୃତ ମହୋତ୍ସବ ଓ ଆନ୍ତର୍ଜାତିକ ଯୋଗ ଦିବସ । ଅଧକ୍ଷ ଡକ୍ଟର ଉମେଶ ଚନ୍ଦ୍ର ଦେବତାଙ୍କ ପୌରହିତ୍ୟରେ ଚୌଦ୍ୱାର କଲେଜର ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀଙ୍କ ସହଯୋଗ କ୍ରମେ ଆନ୍ତର୍ଜାତିକ ବିଶ୍ୱ ଯୋଗ ଦିବସ ପାଳିତ ହୋଇଥିଲା । ଏହି ଉପଲକ୍ଷେ ଛାତ୍ରଛାତ୍ରୀ ମାନଙ୍କୁ ଡକ୍ଟର ଦେବତା ଆଜି ଯୋଗ ଓ ପ୍ରାଣାୟାମ…

Read More

ରାହୁଲ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା ପ୍ରତିବାଦରେ ମୁହଁ ଖୋଲିଲା ମାହାଙ୍ଗା କଂଗ୍ରେସ

ରାହୁଲ ଗାନ୍ଧୀଙ୍କୁ ଆକ୍ରୋଶ ମୂଳକ ଭାବେ ହଇରାଣ କରିବା ପ୍ରତିବାଦରେ ମୁହଁ ଖୋଲିଲା ମାହାଙ୍ଗା କଂଗ୍ରେସ ମାହାଙ୍ଗା(ଏନ୍‌.ଏମ୍‌.): ଭାରତରେ ସ୍ୱାଧୀନତା ଆଣିଥିବା କଂଗ୍ରେସ ଦଳକୁ ଆକ୍ରୋଶ ମୂଳକ ଭାବେ ବଦନାମ କରିବା ଓ କଂଗ୍ରେସର ମୁଖ୍ୟ ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କୁ ଇଡ଼ି ଲଗାଇ ବାରମ୍ବାର ହଇରାଣ କରିବା ଘଟଣାକୁ ନିନ୍ଦା କରିଛି ମାହାଙ୍ଗା କଂଗ୍ରେସ । ଏ ମୋଦି ସରକାରଙ୍କ ଏକ ରାଜନୈତିକ ଚକ୍ରାନ୍ତ ବୋଲି କର୍ମକର୍ତ୍ତାମାନେ ଅଭିଯୋଗ ଆଣିଛନ୍ତି । ଗତ କିଛି…

Read More

୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ

୨୦୨୪ ନିର୍ବିାଚନକୁ ଦୃଷ୍ଟିରେ ରଖି ୩ ନିଲମ୍ବିତ ବିଜେଡି କର୍ମୀଙ୍କୁ କୋଳେଇଲେ ବିଧାୟକ News by Kanhu Charana Panda (Jagatpur) ଜଗତପୁର(ଏନ୍‌.ଏମ୍‌): ଚୌଦ୍ୱାର କଟକ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସିଏମସି ୪୮ନମ୍ବର ୱାର୍ଡରେ ପୌର ର୍ନିବାଚନ ସମୟରେ ଦଳ ବିରୋଧି କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ୩ ଜଣ କର୍ମୀଙ୍କୁ ବିଜେଡି ନିଲମ୍ବିତ କରିଥିବାବେଳେ ଆଜି ସେମାନଙ୍କ ଉପରେ ନିଲମ୍ବନ ପ୍ରତ୍ୟାହାର କରାଯାଇଛି । ଚଳିତ ବର୍ଷ ହୋଇଥିବା ପୌରନିର୍ବାଚନରେ ନିଜ ଦଳର କର୍ପୋରେଟର ପ୍ରାର୍ଥୀଙ୍କୁ…

Read More

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ

ମାହାଙ୍ଗା ବ୍ଲକ କଂଗ୍ରେସର ସଂକଳ୍ପ ଅଭିଯାନ ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ମୋଗଲପାଟଣା ଠାରେ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ନବ ସଂକଳ୍ପ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ପ୍ରଥମ ଥର ପାଇଁ ତୃଣମୂଳସ୍ତରରୁ କଂଗ୍ରେସ ଦଳକୁ ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ କର୍ମୀ ମାନକୁ କଠୋର ପରିଶ୍ରମ କରି ଲୋକମାନଙ୍କ ସାଥିରେ ରହି କାର୍ଯ୍ୟ କରିବାକୁ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ଆହ୍ୱାନ କରିଥିଲେ ।…

Read More

କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ

କୋର୍ଟରେ ହାଜର ହେଲେ ସାଲେପୁର ଏସଡିପିଓ, ଦାଖଲ କଲେ ସବୁ ଦସ୍ତାବିଜ ମାହାଙ୍ଗା(ଏନ୍‌.ଏମ୍‌.): କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାରେ ଆଜି ସାଲେପୁର ଏସଡିପିଓ କୋର୍ଟରେ ହାଜର ହୋଇଛନ୍ତି । ତେବେ କୋର୍ଟଙ୍କ ନିର୍ଦ୍ଦେଶାନୁଯାୟୀ ସମସ୍ତ ଦସ୍ତାବିଜ କୋର୍ଟରେ ଦାଖଲ କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଜେଏମଏଫସି କୋର୍ଟ ସାଲେପୁର ୨୦ ତାରିଖ ସୁଦ୍ଧା କେସର ଷ୍ଟାଟସ୍ ରିପୋର୍ଟ ଏବଂ ତଦନ୍ତରେ ବିଳମ୍ବ ପାଇଁ କାରଣ ଦର୍ଶାଅ ମାଗିଥିଲେ ।…

Read More