ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ
ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ ସାଲେପୁର (ଏନ୍.ଏମ୍.): ସର୍ବ ଭାରତୀୟ ଡିଲରସ ଫେଡରେସନର ଡାକରାରେ ରିଟେଲ ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ଓଡ଼ିଶାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ…
