ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ
ସର୍ବ ଭାରତୀୟ ତେରାପନ୍ଥ ପକ୍ଷରୁ ପାରଚାମ କେଶରିଆ ଶକ୍ତି କର୍ମଶାଳା ୧୬ରେ କଟକ(ଏନ୍.ଏମ୍.): ସର୍ବଭାରତୀୟ ତେରାପନ୍ଥ ମହିଳା ମଣ୍ଡଳ ତତ୍ତା୍ୱବଧାନରେ ପାରଚାମ କେଶରିଆ ଶକ୍ତି କର୍ମଶାଳା ଆସନ୍ତା ୧୬ ଜୁଲାଇ ତଥା ଶନିବାର ଦିନ ସ୍ଥାନୀୟ ଚୌଧୁରୀ ବଜାରସ୍ଥିତ ସହିଦ ଭବନ ଠାରେ ଅନୁଷ୍ଠିତ ହେବ । ଉକ୍ତଦିନ ପୂର୍ବାହ୍ନ ୯ଘଟିକା ଠାରୁ ଦିନ ୧୨ ଘଟିକା ପର୍ଯ୍ୟନ୍ତ ଏହା ଚାଲିବ ବୋଲି କାଠଗଡା ସାହି ସ୍ଥିତ ତେରାପନ୍ଥ ଭବନରେ ତେରାପନ୍ଥ ମହିଳା ମଣ୍ଡଳ କଟକ ଦ୍ୱାରା…
