ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର
ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର ଆଠଗଡ଼(ଏନ୍.ଏମ୍.): ପ୍ରଭୁ ଶିବଶଙ୍କରଙ୍କ ଜଳଲାଗି ନିମନ୍ତେ ଯାଉଥିବା ଜଣେ ମହିଳା କାଉଡ଼ିଆ ଆଜି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା(ଏସସିବି)କୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆମାନେ ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ ଆସିଥାନ୍ତି…
