ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ
ଗଣ୍ଡଗୋଳ ଘଟଣାରେ ସଂପୃକ୍ତ ଅଭିଯୋଗରେ ୬ଗିରଫ ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡ଼ା ଅଞ୍ଚଳରେ ଏକ ଗଣ୍ଡଗୋଳ ଘଟଣାରେ ୬ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ନାମରେ ମଧ୍ୟ ବିଭିନ୍ନ ମାମଲା ରହିଥିବା ଜଣାପଡ଼ିଛି । ପ୍ରକାଶ ଯେ, ଖଣ୍ଡପଡା ଥାନା ଅଧିନ କୋସକା ପଞ୍ଚାୟତର ଯୋଗୀଯୋଗିଆଣୀ ପୀଠକୁ ଗତ ରବିବାର ପରିଦର୍ଶନରେ ଯାଇଥିବା ମର୍ଦ୍ଦରାଜପୁର ଗ୍ରାମର ସୁଧୀର କୁମାର ବେହେରା(୪୦)ଙ୍କୁ କେତେକ ବ୍ୟକ୍ତି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ ମାରିଥିବା ନେଇ…
