ଜେକେ ଲକ୍ଷ୍ମୀ ସିମେଣ୍ଟ ତରଫରରୁ ପୁରସ୍କାର ବିତରଣୀ ଉତ୍ସବ
ଜେକେ ଲକ୍ଷ୍ମୀ ସିମେଣ୍ଟ ତରଫରରୁ ପୁରସ୍କାର ବିତରଣୀ ଉତ୍ସବ ଜଗତପୁର(ଏନ୍.ଏମ୍.): ଜଗତପୁର ନିମପୁର କିଶୋର କ୍ଲବ ଠାରେ ଜେକେ ଲକ୍ଷ୍ମୀ ସିମେଣ୍ଟ ପକ୍ଷରୁ ରାଜମିସ୍ତ୍ରୀ ଓ ଠିକାଦାରମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ କଟକ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଠିକାଦାର ଓ ରାଜମିସ୍ତ୍ରୀମାନଙ୍କୁ ରୌପ୍ୟ ମୁଦ୍ରା, ଫ୍ରିଜ୍, ଟେଲିଭିଜନ, ପଙ୍ଖା ଓ ଗ୍ରାଇଣ୍ଡର ଇତ୍ୟାଦି ଉପହାର ପ୍ରଦାନ କରାଯାଇଥିଲା । ଜେକେ ଲକ୍ଷ୍ମୀ କମ୍ପାନୀ ତରଫରୁ ବୈଷୟିକ ଅଧିକାରୀ ଇଂ….
