ସାଲେପୁର ପରିବାହାଟ ବୁଲି ଦେଖିଲେ ବିଧାୟକ

ସାଲେପୁର ପରିବାହାଟ ବୁଲି ଦେଖିଲେ ବିଧାୟକ ସାଲେପୁର(ଏନ୍‌.ଏମ୍‌.): କଟକ ଜିଲ୍ଲାର ସାଲେପୁର ଅଞ୍ଚଳ ଏକ ବ୍ୟସ୍ତବହୁଳ ଅଞ୍ଚଳ । ଏଠାରେ ସମସ୍ତେ ନିଜ ନିଜର କର୍ମମୟ ଜୀବନକୁ ନେଇ ବ୍ୟସ୍ତ । ଏଠାରେ ଥିବା ସାଲେପୁର ପରିବାହାଟରେ ସଦାବେଳେ ପାଣିନିଷ୍କାସନ ସମସ୍ୟା ଦେଖାଯାଏ ହାଟସାରା କାଦୁଅ ହୋଇଥାଏ ଯେଉଁଥି ପାଇଁ ସାଲେପୁର ଅଞ୍ଚଳ ଚାଷୀମାନେ ରାସ୍ତା ଉପରେ ତାଙ୍କ ପରିବା ବିକ୍ରୟ କରିଥାନ୍ତି, ସେହି ଚାଷୀଙ୍କ ସମସ୍ୟା ଦୂରକରିବା ପାଇଁ ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଆଜି…

Read More

ବାଙ୍କୀ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଠାବ

ବାଙ୍କୀ ଅଞ୍ଚଳରୁ ଅଜଣା ବ୍ୟକ୍ତିଙ୍କ କଙ୍କାଳ ଠାବ ବାଙ୍କୀ(ଏନ୍‌.ଏମ୍‌.): ବାଙ୍କୀ ଥାନା ଅନ୍ତର୍ଗତ ଚକୁଲେଶ୍ୱର ଗ୍ରାମ ନିକଟ କାଉଚି ଆଶ୍ରମ ପଛପଟ କାଜୁ ଜଙ୍ଗଲରୁ ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବ ଉଦ୍ଧାର ହୋଇଛି । ତେବେ ଦୀର୍ଘ ଦିନ ଧରି ଶବ ରହିବା ଦ୍ୱାରା ଶବରୁ ମାଂସ ଆଦି ପଚି ଯାଇଥିବାବେଳେ କେବଳ କଙ୍କାଳକୁ ପୁଲିସ ଜବତ କରିଛି । ତେବେ ଏକ ଗଛରେ ଗାମୁଚ୍ଛା ବନ୍ଧା ହୋଇ ରହିଥିବାର ଦେଖିବାକୁ ମିଳିଥିବାବେଳେ ଏହି ଅଜଣା…

Read More

ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ୱାଡେନ୍ କ୍ୱାଟରରେ ଅଗ୍ନିକାଣ୍ଡ

ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ୱାଡେନ୍ କ୍ୱାଟରରେ ଅଗ୍ନିକାଣ୍ଡ ଚୌଦ୍ୱାର(ଏନ୍‌.ଏମ୍‌.): ଆଜି ପ୍ରତ୍ୟୁଷରୁ ଚୌଦ୍ୱାର କଲେଜ ମହିଳା ହଷ୍ଟେଲ ସଂଲଗ୍ନ ୱାଡେନ କ୍ୱାଟରରେ ଏକ ଅଗ୍ନିକାଣ୍ଡ ଘଟିଯାଇଛି । ନିଆଁ ଲାଗିବା ସମୟରେ ୱାଡେନର ଇତିହାସ ବିଭାଗର ଅଧ୍ୟାପକ ବସନ୍ତ କୁମାର ବିଶ୍ୱାଳ ଘରେ ଅନୁପସ୍ଥିତ ଥିଲେ । ନିବୁଜ କୋଠରୀ ଭିତରୁ ଧୂଆଁ ବାହାରୁଥିବାର ଦେଖି କଲେଜର କିଛି ଅଧ୍ୟାପକ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଥିଲେ । ଅଧ୍ୟକ୍ଷଙ୍କ ଅନୁମତି ନେଇ କବାଟରେ ପଡିଥିବା…

Read More

ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର

ବାଇକ ଦୁର୍ଘଟଣା ଘଟି ଜଣେ ମୃତ, ଦୁଇ ଗୁରୁତର ବାଙ୍କୀ(ଏନ୍‌.ଏମ୍‌.): କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭଗିପୁର ବଡ ଶଙ୍ଖ ଠାରେ ଏକ ମର୍ମନ୍ତୁତ ବାଇକ ଦୁର୍ଘଟଣା ଘଟିଯାଇଯିଛି । ଏହି ଘଟଣାରେ ଜଣେ ମୃତ୍ୟୁବରଣ କରିଥିବାବେଳେ ଅନ୍ୟ ଦୁଇ ଗୁରତ୍ୱର ଆହତ ହୋଇଛନ୍ତି । ତେବେ ପ୍ରଥମେ ଆହତମାନଙ୍କୁ ଆଶୁ ଚିକିତ୍ସା ଯୋଗାଇ ଦେବା ନିମନ୍ତେ ଅଞ୍ଚଳବାସୀ ୧୦୮ ଆମ୍ବୁଲାନ୍ସ ଡକାଇ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ । ହେଲେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥାରେ…

Read More

ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସ୍ଥାୟୀ ରୋଜଗାର ଦାବି: ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ

ଭିନ୍ନକ୍ଷମ ଦମ୍ପତ୍ତିଙ୍କ ସ୍ଥାୟୀ ରୋଜଗାର ଦାବି: ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନ ଆଠଗଡ଼(ଏନ୍‌.ଏମ୍‌.): ସ୍ଥାୟୀ ରୋଜଗାର ଦାବି କରି ଆଜି ଭିନ୍ନକ୍ଷମ ଦମ୍ପତ୍ତି ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସଥିôବା ଦେଖିବାକୁ ମିଳିଛି । ତିଗିରିଆ ଥାନା ବିନ୍ଧାଣିମା ଗ୍ରାମର ରଞ୍ଜନ କୁମାର ରାଉତଙ୍କର (୪୨) ପାଞ୍ଚ ବର୍ଷ ବୟସରେ ପୋଲିଓ ରୋଗରେ ପୀଡିତ ହୋଇ ଗୋଡ଼ ଛୋଟା ହୋଇଯାଇଥିଲେ । ଭିନ୍ନକ୍ଷମ ହୋଇ ମଧ୍ୟ ସେ ପାଠ ପଢି ମାଟ୍ରିକ ପରୀକ୍ଷା ପ୍ରଥମ…

Read More

ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା

ମୁମ୍ବାଇଠାରେ ମୁଖ୍ୟ ଶାସନ ସଚିବଙ୍କର ୧୫ଟି କମ୍ପାନୀର ପ୍ରତିନିଧିଙ୍କ ସହ ଆଲୋଚନା ଭୁବନେଶ୍ୱର(ଏନ୍‌.ଏମ୍‌.): ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ଯାଏଁ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ମେକ୍ ଇନ୍ ଇଣ୍ଡିଆ କନ୍‌କ୍ଲେଭ୍ ପାଇଁ ବୃହତ୍ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ପୁଞ୍ଜିନିବେଶ ନିମନ୍ତେ ଆକର୍ଷିତ କରିବା ଉଦ୍ଦେଶ୍ୟରେ ମୁମ୍ବାଇଠାରେ ଏକ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାର ଅବ୍ୟବହିତ ପୂର୍ବରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର…

Read More

ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଚୌଦ୍ୱାର ଗୋଡ଼ିପାଟଣା ଶ୍ରୀଗଣେଶ ମେଲଣ

ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ଚୌଦ୍ୱାର ଗୋଡ଼ିପାଟଣା ଶ୍ରୀଗଣେଶ ମେଲଣ ଚୌଦ୍ବାର(ଏନ‌.ଏମ‌.): ଆରମ୍ଭ ହୋଇଯାଇଛି ପାର୍ବଣର ଋତୁ। ଗାଆଁ ଠୁ ସହର ଚାରିଆଡ଼େ ଉତ୍ସବ ମୁଖର । ଅଗ୍ର ପୂଜ୍ୟ ଗଜାନନଙ୍କ ପୂଜାରୁ ଆରମ୍ଭ ହୋଇଛି ଚଳିତ ବର୍ଷର ପାର୍ବଣର ପୂଜା। ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ଚୌଦ୍ୱାର ଥାନା ଅନ୍ତର୍ଗତ ଗୋଡ଼ି ପାଟଣା ଠାରେ ଆରମ୍ଭ ହୋଇଯାଇଛି ଇନ୍ଦୁ ପୂର୍ଣ୍ଣିମା ମହୋତ୍ସବ। ପ୍ରତିବର୍ଷ ପୂର୍ଣ୍ଣମୀ ଠାରୁ ବିଘ୍ନରାଜଙ୍କ ପୂଜାଚର୍ନା କରି ଆରମ୍ଭ ହୁଏ ଏହି…

Read More

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ହବିଷ୍ୟାଳୀଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କୋଣାର୍କ (ଏନ‌.ଏମ‌.): କାର୍ତ୍ତିକ ମାସରେ ଶ୍ରୀଜିଉଙ୍କ ପାଖରେ ହବିଷ ବ୍ରତ କରିବାକୁ ହବିଷ୍ୟାଳୀ ମାନେ ପୁରୀ ଆସୁଥିବୋବେଳ ସେମାନଙ୍କ ସୁବିଧା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପଦେକ୍ଷପ ଗ୍ରହଣ କରାଯାଇଛି। ଆଜି ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସରକାର ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସେହି ହବିଷ୍ୟାଳୀମାନଙ୍କ ରହିବା, ଶ୍ରୀଜିଉଙ୍କ ଦର୍ଶନ, ପୂଜା ବ୍ୟବସ୍ଥା,…

Read More

ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା

ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା କଟକ(ଏନ୍‌.ଏମ୍‌.): କଟକରୁ ସାଇକେଲ ଯୋଗେ କେଦାରନାଥ ଯାତ୍ରା । ତେବେ ଏଭଳି ପଦକ୍ଷେପ କଟକ ସହରର ଯୁବ ବର୍ଗକୁ ଆଶ୍ଚର୍ଯ୍ୟ କରିଛି । ଏହା ଦୁଃସାଧ୍ୟ ବୋଧ ହେଉଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇବାକୁ ଉଦ୍ୟମ କରିଛନ୍ତି ଖାନନଗର ଅଞ୍ଚଳର ଦୀପକ ପ୍ରଧାନ । ଦେଶର ବିଭିନ୍ନ ତୀର୍ଥ ସ୍ଥାନ ରହିଛି । ସେଠାକୁ ଯିବା ଲାଗି ଅନେକ ବାଇକ ଯୋଗେ ଯାତ୍ରା କରି ସଫଳତା ପାଇଛନ୍ତି ।…

Read More

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ ମାଡ଼ପିଟ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା

ଜମିବାଡ଼ି ବିବାଦକୁ ନେଇ ଗଣ୍ଡଗୋଳ,ଅଭିଯୁକ୍ତଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ ଧାରଣା ନରସିଂହପୁର(ଏନ୍‌.ଏମ୍‌.): ନରସିଂହପୁର ଥାନା ଅନ୍ତର୍ଗତ ସାନ ଗାଁରେ ଜମିବାଡ଼ି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ମାଡ଼ପିଟ ହୋଇଥିବା ଜଣାପଡିଛି । ଏହାକୁ ନେଇ ନରସିଂହପୁର ଥାନାରେ ଏକ ଲିଖିତ ଅଭିଯୋଗ ହୋଇଥିବାବେଳେ ଅଭିଯୁକ୍ତଙ୍କ ଗିରଫ ଦାବିରେ ପରିବାର ଲୋକଙ୍କ ଥାନା ସମ୍ମୁଖରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି । ଅଭିଯୋଗ ମୁତାବକ ନିଜ ଜମି ଉପରେ ନିତ୍ୟାନନ୍ଦ ସାହୁଙ୍କ ପରିବାର ୩…

Read More

ଛାତ୍ରକୁ ମାଡମାରି ଜେଲ ଗଲା ଯୁବକ

ଛାତ୍ରକୁ ମାଡମାରି ଜେଲ ଗଲା ଯୁବକ ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ବ୍ଳକ ଅଧିନ କିଆଝର ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ ଗୃହରେ ଅନଧିକାର ଭାବେ ପ୍ରବେଶ କରି ଦଶମ ଶ୍ରେଣୀର ଛାତ୍ର କାହ୍ନୁ ଚରଣ ବିଶ୍ୱାଳକୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ଜଣକ କିଆଝର ଗ୍ରାମର ଭୀମସେନ ନାୟକ ଓରଫ ସିପୁନ(୨୨)ବୋଲି ଜଣାପଡ଼ିଛି । ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ତାକୁ ଖଣ୍ଡପଡା ଉପକାରାଗାରକୁ ପଠାଇ ଦିଆଯାଇଥିବା…

Read More

କର୍କଟ ପୀଡ଼ିତଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ

କର୍କଟ ପୀଡ଼ିତଙ୍କୁ ସହାୟତା ଯୋଗାଇଲେ ଅବସରପ୍ରାପ୍ତ ସେନା ଅଧିକାରୀ କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଠଗଡ ବ୍ଲକ ଅନ୍ତର୍ଗତ ରାଧାକିଶୋରପୁର ପଂଚାୟତ ନିବାସୀ କର୍କଟ ପୀଡ଼ିତ କୌଳାଶ ଚନ୍ଦ୍ର ପୁହାଣଙ୍କ ପୁଅ ମିଥୁନ ପୁହାଣ(୩୦)ଙ୍କୁ ସହାୟତା ଯୋଗାଇ ଦେଇଛନ୍ତି ଅବସରପ୍ରାପ୍ତ ସେନା ଅଧିକାରୀ ଅଭୟ କୁମାର ବାରିକ । ସୂଚନାଯୋଗ୍ୟ, ମିଥୁନଙ୍କ ପାଟିରେ ଏକ ଘା ହୋଇ ଅସହ୍ୟ ଯନ୍ତ୍ରଣା ହେବାରୁ ପରିବାର ଲୋକେ ନିକଟସ୍ଥ ଡାକ୍ତରଙ୍କୁ ଯୋଗଯୋଗ କରିବାରୁ ଜାଣିବାକୁ ପାଇଥିଲେ ଯେ, ତାଙ୍କର ମୁଖ କର୍କଟ…

Read More