ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି

ପୋଖରୀରେ ବୁଡ଼ି ଦୁଇ ଭଉଣୀଙ୍କ ସଲିଳ ସମାଧି #ସାଲେପୁର (ଏନ୍‌.ଏମ୍‌.): ପୋଖରୀରେ ବୁଡ଼ି ଦୁଇ ନାବାଳିକା ଭଉଣୀଙ୍କ ମୃତ୍ୟୁ ହୋଇଛି । ଏଭଳି ଦୁଃଖଦପୂର୍ଣ୍ଣ ଘଟଣା ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ବନମାଳିପୁର ଗ୍ରାମରେ । ଉକ୍ତ ଗ୍ରାମର ସତ୍ୟସୁନ୍ଦର ପଣ୍ଡାଙ୍କ ଦୁଇ ଝିଅ (ଜଣଙ୍କୁ ୯ ବର୍ଷ ଓ ଅନ୍ୟ ଜଣଙ୍କୁ ୫ ବର୍ଷ ହୋଇଥିଲା) ସକାଳେ ଘର ବାହାରେ ଖେଳୁଥିଲେ । ତେବେ କିଛି ସମୟ ପରେ ସେମାନଙ୍କୁ ସେଠାରେ ନପାଇବାରୁ ଘର…

Read More

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ

ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ ଗରିବ ପରିବାରକୁ ସହାୟତା ପ୍ରଦାନ କରିବା ଉପରେ ଗୁରୁତ୍ୱ #ଚୌଦ୍ୱାର(ଏନ୍‌.ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର ସାଧାରଣ ବୈଠକ ସ୍ଥାନୀୟ ମଦନମୋହନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ସମିତି ଉପଦେଷ୍ଟା କୈଳାଶ ଚନ୍ଦ୍ର ପଣ୍ଡାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଦିଲ୍ଲୀପ କୁମାର ତ୍ରିପାଠୀ ସ୍ୱାଗତ ଭାଷଣ ଦେଇଥିଲେ । ଏହି ଅବସରରେ ସମିତିର ବହୁବିଧ ଉନ୍ନତି ନେଇ ଆଲୋଚନା କରାଯାଇଥିଲା । ବିଶେଷ କରି…

Read More

ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର

ବିଭିନ୍ନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଏମସି ବିଜେଡି କର୍ପୋରେଟର ଅତିଷ୍ଠ ହେଉଛି ଅଫିସର ରାଜ! #କଟକ(ଏନ୍‌.ଏମ୍‌.): କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ଦଳୀୟ କର୍ପୋରେଟରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ଦୀର୍ଘ ଦିନ ଧରି ସିଏମସିର ଅଫିସର ରାଜ ଚାଲିଥିବାବେଳେ ଏବେ ନିର୍ବାଚନ ପ୍ରତିନିଧି(ୟୁଏଲବି)ଙ୍କୁ ସର୍ବଦା ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ଏପରିକି ସିଏମସିର ଅଧିକାରୀମାନେ କର୍ପୋରେଟରଙ୍କ କୌଣସି କଥା ଶୁଣୁନଥିବା ଭଳି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସଂଗୀନ ଅଭିଯୋଗ କରାଯାଇଛି…

Read More

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ

ଫାଇନାନ୍ସ କମ୍ପାନୀର ଏଜେଣ୍ଟ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ #କଟକ(ଏନ୍‌.ଏମ୍‌.): ମହିଳାମାନଙ୍କୁ ନେଇ ଏସ୍‌ଏଚ୍‌ଜି ଗ୍ରୁପ ଲୋନ କରାଇଦେବା କହି ପ୍ରାୟ ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇ ଜଣେ ଯୁବକ ଫେରାର ହୋଇଯାଇଛି । ସାଧାରଣ ନିରୀହ ମହିଳାମାନଙ୍କୁ ଗ୍ରୁପ୍ ଲୋନ୍ ଦେବା ଲାଳସା ଦେଖାଇ ଜଗତପୁର ଅଞ୍ଚଳରେ ଏଭଳି କିଛି ଦଲାଲ୍ ମାତିଥିବା ଜଣାପଡ଼ିଛି । ପ୍ରତି ଗ୍ରୁପରେ ୧୦ ଜଣ ମହିଳାଙ୍କୁ ରଖି ବ୍ୟାଙ୍କରେ ଆକାଉଣ୍ଟ ଖୋଲିବା ନାମରେ ୫…

Read More

ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ

ଚନ୍ଦ୍ରଭାଗାରେ ୫ଟି ସଚିବ: ଗୋଆ ବିଚ୍ ଭଳି ବଦଳିବ ଚନ୍ଦ୍ରଭାଗାର ରୂପରେଖ #କୋଣାର୍କ(ଏନ୍‌.ଏମ୍‌.): ବଦଳିବ ପର୍ଯ୍ୟଟନସ୍ଥଳୀ ରୂପରେଖ ଓ ଗୋଆ ବିଚ୍ ଭଳି ଚନ୍ଦ୍ରଭାଗା ବିଚ୍ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା କରାଯାଇଛି । ଝଲସି ଉଠିବ ପୁରୀ-କୋଣାର୍କ ବେଳାମାର୍ଗ ଚନ୍ଦ୍ରଭାଗା ଓ ଏନେଇ ୫ଟି ସଚିବ ଭି.କେ. ପାଣ୍ଡିଆନ ଅଞ୍ଚଳ ପରିଦର୍ଶନକରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସଚିବଙ୍କ ସହ ଜିଲ୍ଲାପାଳ ସମର୍ଥ ବର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ ମଧ୍ୟ ଚନ୍ଦ୍ରଭାଗା ବୁଲି ଦେଖିଥିଲେ । କୋଣାର୍କକୁ…

Read More

ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ

ଯୋଗାଣ ବିଭାଗର ଚଢ଼ାଉ: ୨୦କ୍ୱିଣ୍ଟାଲ ଗହମ ଜବତ #କଟକ(ଏନ୍‌.ଏମ୍‌.): ସମ୍ପ୍ରତି ଖାଦ୍ୟସୁରକ୍ଷା ବ୍ୟବସ୍ଥା ଅନୁଯାୟୀ ସମସ୍ତ ଗରିବ ତଥା ପ୍ରକୃତ ହିତାଧିକାରୀଙ୍କ ଅତ୍ୟାବଶ୍ୟକୀୟ ସମଗ୍ରୀ ଯୋଗାଇ ଦିଆଯାଉଥିବାବେଳେ ଏଥିରେ ବ୍ୟାପକ ବାଟମାରଣା ହେଉଥିବା ଅଭିଯୋଗ ହୋଇଛି । ତେବେ ଜିଲ୍ଲାରେ ଏଭଳି ବାରମ୍ବାର ଅଭିଯୋଗ ପାଇବା ପର ଆଜି ଜିଲ୍ଲା ଯୋଗାଣ ବିଭାଗର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ ଜିଲ୍ଲାର ମାହାଙ୍ଗା ଓ ସାଲେପୁର ଅଞ୍ଚଳର ବିଭିନ୍ନ ଖାଉଟୀ ବଣ୍ଟନ କେନ୍ଦ୍ରରେ ଅଚାନକ ଚଢ଼ାଉ କରିଥିଲେ । ଏହି…

Read More

ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ

ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ ଲୋକପ୍ରିୟତା ହରାଉଛନ୍ତି ବିଧାୟକ ଓ ତାଙ୍କ ବାପା ! #କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଅଞ୍ଚଳରେ ରାସ୍ତା ମାପ ନକରି ଡ୍ରେନ କାମ ଆରମ୍ଭକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ଶାସକ ଦଳ କର୍ମୀଙ୍କ ଏଭଳି ମେରୀ ରାୟ ନୀତି ଏବଂ ଏହାକୁ ବିଭାଗୀୟ ଅଧିକାରୀମାନେ ସମର୍ଥନ କରୁଥିବାରୁ ସେମାନଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ…

Read More

ଆରମ୍ଭ ହେଲା ଅହମଦୀୟା ମୁସଲିମ କାଦିଆନ ୧୨୭ ତମ ଶାନ୍ତି ସମ୍ମିଳନୀ

ଆରମ୍ଭ ହେଲା ଅହମଦୀୟା ମୁସଲିମ କାଦିଆନ ୧୨୭ ତମ ଶାନ୍ତି ସମ୍ମିଳନୀ #ପଞ୍ଜାବ/ଭୁବନେଶ୍ୱର(ଏନ୍‌.ଏମ୍‌.): ଅହମଦୀୟା ମୁସଲିମ ପତାକା ଉତ୍ତୋଳନ, ସମୂହିକ ନିରବ ପ୍ରାର୍ଥନା ଏବଂ ପବିତ୍ର କୋରାନ ପାଠ ସହ ଆରମ୍ଭ ହେଲା ୧୨୭ତମ ଅହମଦୀୟା ମୁସଲିମ କାଦିଆନ ବାର୍ଷିକ ଶାନ୍ତି ସମ୍ମିଳନୀ ପଞ୍ଜାବରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୌଲାନା ମୁହମ୍ମଦ କରିମୁଦ୍ଦିନ ଶାହିଦ ପୌରୋହିତ୍ୟ କରିଥିଲେ । ମୁଖ୍ୟ ସଚିବ ମୌଲାନା ମୁହମ୍ମଦ ଇନାମ ଘୋରୀ ମୁଖ୍ୟବକ୍ତା ଭାବେ ଯୋଗଦେଇ କହିଲେ ଯେ,…

Read More

ପ୍ରେରଣା: ସାନିଆ ମିର୍ଜା ପ୍ରଥମ ମୁସଲିମ ମହିଳା ଭାବେ ଚଳାଇବେ ଫାଇଟର ଜେଟ

ପ୍ରେରଣା: ସାନିଆ ମିର୍ଜା ପ୍ରଥମ ମୁସଲିମ ମହିଳା ଭାବେ ଚଳାଇବେ ଫାଇଟର ଜେଟ #ମିର୍ଜାପୁର (ଏଜେନ୍ସି): କଥାରେ ଅଛି ପ୍ରବଳ ଇଚ୍ଛାଶକ୍ତି ଓ ନିରନ୍ତର ଉଦ୍ୟମ ଫଳରେ ସଫଳତା ପାଦଚୁମ୍ବେ । ଏହାକୁ ପ୍ରମାଣିତ କରିଛନ୍ତି ଉତ୍ତର ପ୍ରଦେଶ ମିର୍ଜାପୁର ଅଞ୍ଚଳର ସାନିଆ ମିର୍ଜା । ସେ ଏବେ ଏକ ନୂତନ ଇତିହାସ ରଚିବାକୁ ଯାଉଛନ୍ତି । ସାନିଆ ଦେଶର ପ୍ରଥମ ମୁସଲିମ ମହିଳା ଭାବେ ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଚଳାଇବେ । ସେହିପରି ରାଜ୍ୟର…

Read More

ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ

ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ #ଭୁବନେଶ୍ୱର(ଏନ୍‌.ଏମ୍‌.): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନସ୍ଥ ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ଭୁବନେଶ୍ୱର ଦ୍ୱାରା ଆୟୋଜିତ ଦୁଇ ଦିବସୀୟ ରାଜ୍ୟସ୍ତରୀୟ ଶାଳା ସିଦ୍ଧି ଆବାସୀୟ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ଭୁବନେଶ୍ୱର ସିରିପୁରସ୍ଥିତ ‘ଇମେଜ୍‌’ ଠାରେ ଅନୁଷ୍ଠିତ ହୋଇଯାଇଛି । ଓଡିଶା ବିଦ୍ୟାଳୟ ଶିକ୍ଷା ପ୍ରାଧିକରଣ ନିର୍ଦ୍ଦେଶକଙ୍କ ଦ୍ୱାରା ଉଦ୍‌ଘାଟିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ୯୦ ଜଣ ଅତିରିକ୍ତ ଜିଲ୍ଲା ଶିକ୍ଷା…

Read More

ନମିତା ଆର୍ଟ ଗ୍ୟାଲେରୀରେ ରହିଛି ଆଦିବାସୀ କଳା ସଂସ୍କୃତିର ପ୍ରତିଛବି

ନମିତା ଆର୍ଟ ଗ୍ୟାଲେରୀରେ ରହିଛି ଆଦିବାସୀ କଳା ସଂସ୍କୃତିର ପ୍ରତିଛବି #କଟକ(ଏନ୍‌.ଏମ୍‌.): ସ୍ଥାନୀୟ ଟାଉନହଲ ଠାରେ ନମିତା ଆର୍ଟ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଯାଇଛି । ବିଶେଷ କରି ହସ୍ତଶିଳ୍ପକୁ ପ୍ରୋତ୍ସାହିତ କରିବା ନିମନ୍ତେ ନମିତା ସାହୁଙ୍କ ଏଭଳି ପ୍ରୟାସକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି । ଶ୍ରୀମତୀ ସାହୁଙ୍କ ଦ୍ୱାରା ଆଦିବାସୀ ଆର୍ଟ ଗ୍ୟାଲେରୀକୁ ନ୍ୟାୟମୂର୍ତ୍ତି ଡକ୍ଟର ବି.ପି.ଚୌଧୁରୀ ଉଦ୍‌ଘାଟନ କରି ମହିଳାମାନେ ଘରେ ପାଉଥିବା ସମୟକୁ ଅଯଥାରେ ଅପଚୟ ନକରି ଯଦି ନିର୍ଦ୍ଦିଷ୍ଟ କୌଣସି ଢଙ୍ଗରେ…

Read More

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ନିର୍ମାଣ ହେବ ହେଲିପ୍ୟାଡ, ଲେଜର୍ ଶୋ ସହ ଫୁଟିବ ରଙ୍ଗୀନ ବାଣ #କଟକ(ଏନ୍‌.ଏମ୍‌.): ହକି ଉଦଘାଟନୀ ଉତ୍ସବରେ ଚମକିବ ବାରବାଟୀ ଷ୍ଟାଡିୟମ, ସେଥିପାଇଁ ଅନୁଷ୍ଠିତ ହେବ ଲେଜର୍ ଶୋ, ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ‘ୁଟିବ ବିଭିନ୍ନ କିସମର ରଙ୍ଗୀନ ବାଣ । କାର୍ଯ୍ୟକ୍ରମରେ ଯୋଗଦେବେ ସେଲିବ୍ରେଟି ଓ ଶତାଧିକ ମାନ୍ୟଗଣ୍ୟ ଅତିଥି । ସେଥିପାଇଁ ସତ୍ୟବ୍ରତ ଷ୍ଟାଡିୟମରେ ନିର୍ମାଣ ହେବ ହେଲିପ୍ୟାଡ୍ । ଏ ସଂପର୍କରେ ଆଜି…

Read More