ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାରଙ୍କ ସମୀକ୍ଷା: କଟକଣା ଲାଗୁ ହେବନି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ
ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ସରକାରଙ୍କ ସମୀକ୍ଷା: କଟକଣା ଲାଗୁ ହେବନି ବୋଲି କହିଲେ ସ୍ୱାସ୍ଥ୍ୟ ସଚିବ #ଭୁବନେଶ୍ୱର(ଏନ୍.ଏମ୍.): ରାଜ୍ୟରେ କୋଭିଡ୍ ସ୍ଥିତିକୁ ନେଇ ଜନସାଧାରଣ ଚିନ୍ତିତ ଥିବାବେଳେ ଏ ନେଇ ରାଜ୍ୟସରକାର ସ୍ପଷ୍ଟ କରିଛନ୍ତି । ଆଜି ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନ ପଣ୍ଡିତ ରାଜ୍ୟବାସୀଙ୍କ ନିମନ୍ତେ ବାର୍ତ୍ତା ଦେଇ କହିଛନ୍ତି ଯେ ସମ୍ପ୍ରତି ରାଜ୍ୟରେ କୋଭିଡ଼ ସ୍ଥିତି ଚିନ୍ତାଜନକ ନୁହେଁ । ଚୀନରେ କୋଭିଡ୍ ପରିସ୍ଥିତି ଯାହା ତା’ର କାରଣ ଅନେକ,…
