କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା
କଳିଙ୍ଗ ପୁସ୍ତକମେଳାରେ ବଢୁଛି ଅହମଦିୟା ମୁସଲିମ ସଂଗଠନ ପ୍ରକାଶନୀର ଚାହିଦା #ଭୁବନେଶ୍ୱର(ଏନ୍.ଏମ୍.): ଭୁବନେଶ୍ୱର ୟୁନିଟ ୩ସ୍ଥିତ ପ୍ରଦର୍ଶନୀ ପଡିଆରେ ୨୫ତମ କଳିଙ୍ଗ ପୁସ୍ତକ ମେଳା ଏବେ ମୁଖ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । କରୋନା ଯୋଗୁଁ ଦୀର୍ଘ ଦୁଇବର୍ଷ ପରେ ଭୁବନେଶ୍ୱରରେ ପ୍ରଥମ ପୁସ୍ତକମେଳା ଅନୁଷ୍ଠିତ ହୋଇଛି । ଏଠାରେ ଅନେକ ପୁସ୍ତକ ଷ୍ଟଲ ପଡ଼ିଥିବାବେଳେ ହଜାର ହଜାର ପ୍ରକାରର ପୁସ୍ତକ ସ୍ଥାନ ପାଇଛି । ଶିଶୁଙ୍କ ଠାରୁ ବୟୋଜ୍ୟେଷ୍ଠମାନଙ୍କ ପର୍ଯ୍ୟନ୍ତ ବିଭିନ୍ନ ପୁସ୍ତକ ଏଠାରେ ଉପଲବ୍ଧ…
