ଟିକେଟ ସରିଯିବାରୁ ସୂର୍ଯ୍ୟମନ୍ଦିରରେ ଠେଲାପେଲା : ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଏଏସଆଇ କର୍ମଚାରୀ ଛୁ !

ଟିକେଟ ସରିଯିବାରୁ ସୂର୍ଯ୍ୟମନ୍ଦିରରେ ଠେଲାପେଲା : ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଦ୍ୱାରରେ ତାଲା ପକାଇ ଏଏସଆଇ କର୍ମଚାରୀ ଛୁ ! କୋଣାର୍କ(ଏନ୍‌.ଏମ୍‌.): ପର୍ଯ୍ୟଟନ ଋତୁରେ ବିଶ୍ୱ ଐତିହ୍ୟ ସ୍ଥଳି କୋଣାର୍କରେ ପ୍ରତେହ ଲିଗିରହିଛି ପର୍ଯ୍ୟଟକଙ୍କ ଭିଡ । ସୂର୍ଯ୍ୟମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା ।ଫଳରେ ଏଏସଆଇ ପକ୍ଷରୁ ପର୍ଯ୍ୟଟକଙ୍କ ନିମନ୍ତେ ପ୍ରତେକ ଦିନ ପାଇଁ ନିର୍ଦ୍ଧାରିତ ଟିକଟ ବା ଟୋକନ ସରିଯିବାରୁ ଟିକେଟ କାଉଣ୍ଟର ଓ ସୂର୍ଯ୍ୟ ମନ୍ଦିରର ମୁଖ୍ୟ ଫାଟକରେ…

Read More

ଜାନୁଆରୀ ୧କୁ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ମାନ୍ୟତା ମିଳୁ

ଜାନୁଆରୀ ୧କୁ ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ମାନ୍ୟତା ମିଳୁ ଭୁବନେଶ୍ୱର (ଏନ୍‌.ଏମ୍‌.): ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ ପରିଚାଳନା ପକ୍ଷରୁ ୧ ଜାନୁଆରୀକୁ ‘ବିଶ୍ୱଶାନ୍ତି ପ୍ରାର୍ଥନା ଦିବସ’ ରୂପେ ମାନ୍ୟତା ମିଳିବା ପାଇଁ ଅଶୋକ ନଗର, ୟୁନିଟ ୨ ଦିବ୍ୟଜୀବନ ସାଂସ୍କୃତିକ କେନ୍ଦ୍ରଠାରେ ଏକ ସର୍ବଧର୍ମ ଶାନ୍ତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଅନେକ ସଂଗଠନ ତଥା ସଂଘ ତରଫରୁ ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏହି ସଭାର ଉଦ୍ଦେଶ୍ୟ ହେଲା ୧ ଜାନୁଆରୀକୁ ବିଶ୍ୱ…

Read More

ଶିମିଳିହାଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ଶିମିଳିହାଣ୍ଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା #ଚୌଦ୍ୱାର(ଏନ୍‌.ଏମ୍‌.): କଟକ ଜିଲ୍ଲା ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡା ପଞ୍ଚାୟତ ଶିମିଳିହାଣ୍ଡ ଗ୍ରାମ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଅମଲା ସିଂଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ମାତୃସେବା ଆଞ୍ଚଳିକ ସାଧନ କେନ୍ଦ୍ର ସିଆର୍‌ସିସି ଜ୍ଞାନରଞ୍ଜନ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳ, ମୁଖ୍ୟଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶୈଳବାଳା ନାୟକ ଯୋଗ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଗୁରୁଡୁଝାଟିଆ ଉଚ୍ଚ ବିଦ୍ୟାଳୟର…

Read More

ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ

ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଯୋଗ ଦେବାକୁ ଗଲେ ମହମ୍ମଦ ସାକେଲିନ କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କ୍ରୀଡ଼ାର ଦ୍ରୁତ ବିକାଶ ଘଟିଛି । ରାଜ୍ୟସରକାରଙ୍କ ଉଦ୍ୟମ କ୍ରମେ ଏବେ ବହୁ ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ଚିହ୍ନଟ କରାଯାଇଛି । ତେବେ ରାଞ୍ଚି ଠାରେ ଅନୁଷ୍ଠିତ ହେବାକୁ ଥିବା ଇଷ୍ଟ ଜୋନ ଇଣ୍ଟର ୟୁନିଭର୍ସିଟି ପୁରୁଷ ଫୁଟବଲ ଟୁର୍ନାମେଣ୍ଟରେ ଖେଳିବାକୁ ଉତ୍କଳ ୟୁନିଭର୍ସିଟି ପକ୍ଷରୁ ମନୋନୀତ ହୋଇଛନ୍ତି । ଏହି ଟିମର ୨୦ ଜଣ ଖେଳାଳି…

Read More

ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ(OPTCL) ରେ ବାହାରିଲା ନିଯୁକ୍ତି

ଓଡ଼ିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ(OPTCL) ରେ ବାହାରିଲା ନିଯୁକ୍ତି ଭୁବନେଶ୍ୱର (ଏନ୍‌.ଏମ୍‌.) : ଯୁବକ ଯୁବତୀଙ୍କ ପାଇଁ ଖୁସିଖବର । ଓଡିଶା ପାୱାର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ୍‌ରେ ବାହାରିଲା ନିଯୁକ୍ତି ସୁଯୋଗ । ୨୮୦ ଟି ପଦବୀ ପଡିଛି ଖାଲି । ତେବେ ଇଲେକ୍ଟ୍ରିସିଆନ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୨୪୦ଟି ଓ ଇଲେକ୍ଟ୍ରୋନିକ୍ସ ମେକାନିକ ଆଇଟିଆଇ ଟ୍ରେଡ ଆପ୍ରେଣ୍ଟାଇସ ପାଇଁ ୪୦ଟି ପଦବୀ ଖାଲି ରହିଛି । ପ୍ରାର୍ଥୀମାନେ ମୁଖ୍ୟତ ପ୍ରାସଙ୍ଗିକ ଟ୍ରେଡରେ ଆଇଟିଆଇ…

Read More

ଏନ୍‌ଏଲ୍‌ୟୂର ଉନ୍ନତ ଭାରତ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ

ଏନ୍‌ଏଲ୍‌ୟୂର ଉନ୍ନତ ଭାରତ ପକ୍ଷରୁ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ କଟକ(ଏନ୍‌.ଏମ୍‌.): କଟକସ୍ଥିତ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ (ଏନ୍‌ଏଲ୍‌ୟୂ)ର ଉନ୍ନତ ଭାରତ ଅଭିଯାନ ପକ୍ଷରୁ ଏକ ଶିକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଭିଯାନ ପକ୍ଷରୁ ଡମପଡା ପଞ୍ଚାୟତରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ କ୍ୟାରିଅର୍ କାଉନ୍‌ସେଲିଂ ସମ୍ପର୍କରେ ଏକ ସଂକ୍ଷିପ୍ତ ନାଟକ ପରିବେଷଣ କରାଯାଇଥିଲା । ଏହି ଅବସରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଚଳନ କରାଯାଇଥିବା ବିଭିନ୍ନ ସ୍କଲାର୍‌ସିପ୍…

Read More

ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ

ଖ୍ରୀଷ୍ଟକଲେଜରେ ଆନ୍ତଃମହାବିଦ୍ୟାଳୟ ବ୍ୟାଡମିଣ୍ଟନ ଚାମ୍ପିଅନସିପ୍ ଟୁର୍ଣ୍ଣାମେଣ୍ଟ କଟକ(ଏନ୍‌.ଏମ୍‌.): ଉତ୍କଳ ବିଶ୍ୱବିଦ୍ୟାଳୟର ବ୍ୟାଡମିଣ୍ଟନ ଚାମ୍ପିୟନସିପ୍ ଟୁର୍ଣ୍ଣାମେଣ୍ଟ ଖ୍ରୀଷ୍ଟକଲେଜର ବିଜୁପଟ୍ଟନାୟକ ଇଣ୍ଡୋର ସ୍ପୋର୍ଟସ କମ୍ପେ୍ଲକ୍ସରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ଆନୁଷ୍ଠାନିକ ଭାବେ ଖ୍ରୀଷ୍ଟକଲେଜ ପରିଚାଳନା ସମିତିର ସଭାପତି ତଥା ଜାତୀୟସ୍ତରର ପ୍ରାକ୍ତନ ବ୍ୟାଡମିଣ୍ଟନ କ୍ରୀଡାବିତ୍ ଅନୁପମ ପାତ୍ର ଉଦ୍‌ଘାଟନ କରିଥିଲେ । ପରିଚାଳନା ସମିତିର ସମ୍ପାଦକ ବିକାଶ ଚନ୍ଦ୍ର ରାଉତ ସମୁଦାୟ ୨୮ଟି କଲେଜରୁ ଭାଗ ନେଇଥିବା ଖେଳାଳୀମାନଙ୍କୁ ସ୍ୱାଗତ କରିଥିଲେ । ଜାତୀୟସ୍ତରର ବ୍ୟାଡମିଣ୍ଟନ ଅମ୍ପେୟାର…

Read More

ଜଗତପୁର କାର୍ତ୍ତିକେଶ୍ୱର ମେଲଣ : ମନମୋହିଲା ଅଘୋରୀ ନାଚ

ଜଗତପୁର କାର୍ତ୍ତିକେଶ୍ୱର ମେଲଣ : ମନମୋହିଲା ଅଘୋରୀ ନାଚ କଟକ(ଏନ୍‌.ଏମ୍‌.): ଜଗତପୁର କାର୍ତ୍ତିକେଶ୍ୱର ମେଲଣ ବହୁ ଆଡମ୍ବର ସହିତ ବିଭିନ୍ନ ପାରମ୍ପରିକ ବାଦ୍ୟର ତାଳେ ତାଳେ ଶାନ୍ତିଶୃଙ୍ଖଳା ସହିତ ଅନୁଷ୍ଟିତ ହୋଇଯାଇଛି । ଏହି ମେଲଣରେ ସର୍ବ ମୋଟ ୮ଗୋଟି ପୂଜାକମିଟର ମେଢ ସ୍ଥାନ ପାଇଥିଲା । ଫକିରପୁର ଗୋପାଳଜୀୟୁ ପୂଜା କମିଟି ଥାନପତି ପୂର୍ଣ୍ଣମୀ ଦିନ ଠାରୁ ଶୋଭାଯାତ୍ରାରେ ବାହାରି ମେଲଣ ପଡିଆରେ ସମସ୍ତ ମେଢ ଗୁଡିକୁ ସ୍ୱାଗତ କରିଥିଲା । ନାନକାର ପୂଜା କମିଟି,…

Read More

ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ

ଏଏସଓ ପରୀକ୍ଷାକୁ ନେଇ କୁହୁଳୁଛି ଅସନ୍ତୋଷ: ଫାଇଭ-ଟି ଉପରେ ଅଙ୍ଗୁଳି ଉଠାଇଲେ ପରୀକ୍ଷାର୍ଥୀ ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି ଏଏସଓ ପରୀକ୍ଷାରେ ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପରୀକ୍ଷା ପରିଚାଳନାରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ରାଜ୍ୟବ୍ୟାପୀ ପରୀକ୍ଷାର୍ଥୀମାନଙ୍କ ମଧ୍ୟରେ ଅସନ୍ତୋଷ ଘନେଇବାରେ ଲାଗିଛି । ଏହି ପ୍ରସଙ୍ଗ ଉପରେ ଓପିଏସସି କର୍ତ୍ତୃପକ୍ଷଙ୍କ ନିରବତା ସନ୍ଦେହକୁ ଅଧିକ ବଢ଼ାଉଥିବା ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି । ସେହିଭଳି ରାଜ୍ୟ ସରକାର ସବୁ କ୍ଷେତ୍ରରେ ‘ଫାଇଭ-ଟି’ ଓ ପାରଦର୍ଶିତା କଥା…

Read More

ଭୁବନେଶ୍ୱରରୁ ସ୍ୱତନ୍ତ୍ର ଚପରରେ ପୁରୀ ଯାତ୍ରା କଲେ ରାଷ୍ଟ୍ରପତି: ବିମାନ ବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ

ଭୁବନେଶ୍ୱରରୁ ସ୍ୱତନ୍ତ୍ର ଚପରରେ ପୁରୀ ଯାତ୍ରା କଲେ ରାଷ୍ଟ୍ରପତି: ବିମାନ ବନ୍ଦରରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ସ୍ୱାଗତ ଭୁବନେଶ୍ୱର/ ପୁରୀ (ଏନ୍‌.ଏମ୍‌.): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ମୁର୍ମୁଙ୍କ ଏହା ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ ସବୁଆଡ଼େ ଉତ୍ସାହ ଲାଗି ରହିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ପୂର୍ବାହ୍ନ ୧୦ଟା…

Read More

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ

ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗଙ୍କ ଘରେ ଇଡି ଚଢ଼ାଉ ଭୁବନେଶ୍ୱର(ଏନ୍‌.ଏମ୍‌.): ବହୁ ଚର୍ଚ୍ଚିତ ହନିଟ୍ରାପ୍ ତଥା ବ୍ଲାକମେଲିଂ କ୍ୱିନ ଅର୍ଚ୍ଚନା ନାଗଙ୍କ ଘରେ ଇଡିର ଚଢ଼ାଉ ଆରମ୍ଭ ହୋଇଛି । ସେ ବ୍ଲାକମେଲିଂ ଓ ହନିଟ୍ରାପ ଜରିଆରେ କୋଟି କୋଟି ଟଙ୍କା ଅର୍ଜନ କରିବା ସହ ବହୁ ସମ୍ପତ୍ତିର ଅଧିକାରିଣୀ ହୋଇ ପାରିଥିଲେ । ତେବେ ଆଜି ୬ଟି ସ୍ଥାନରେ ସକାଳୁ ସକାଳୁ ଇଡି ରେଡ କରିବା ସହ ଆୟବର୍ହିଭୁତ ସମ୍ପତ୍ତି ଠାବ କରିବାରେ ଲାଗିଛି ।…

Read More

କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ

କାର୍ତ୍ତିକେଶ୍ୱର ଯାତ୍ରା ଲାଗି ଚଳଚଞ୍ଚଳ କୟଳପଡା ପଞ୍ଚାୟତ ଚୌଦ୍ୱାର(ଏନ୍‌.ଏମ୍‌.): ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କାର୍ତ୍ତିକେଶ୍ୱର ପୂଜା ଓ ଯାତ୍ରା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ଟାଙ୍ଗୀ-ଚୌଦ୍ୱାର ବ୍ଲକର କୟଳପଡା ଗ୍ରାମ ପଞ୍ଚାୟତ । ପଞ୍ଚାୟତର ବିଭିନ୍ନ ମଣ୍ଡପରେ କାର୍ତ୍ତିକ ପୂର୍ଣ୍ଣିମା ଓ ପଞ୍ଚକ ଅବସରରେ ମୃଣ୍ମୟୀ ମୂର୍ତ୍ତି ସାଙ୍ଗକୁ ରଙ୍ଗବେରଙ୍ଗର ଆଲୋକ ସଜା ଅଞ୍ଚଳର ମାହୋଲକୁ ଅଧିକ ଆକର୍ଷଣୀୟ କରିଛି । ଅଞ୍ଚଳର ସମସ୍ତ ସାହିରେ ହରପାର୍ବତୀ, କାର୍ତ୍ତିକେଶ୍ୱର ତଥା ବିଭିନ୍ନ ଦେବଦେବୀଙ୍କ…

Read More