କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ

କାଗଜ ଡଙ୍ଗା ପ୍ରସ୍ତୁତ କରି ଗିନିଜ୍ ୱାର୍ଲ୍‌ଡ ରେକର୍ଡ ସ୍ଥାପନ କଲା କଟକ କଟକ(ଏନ୍‌.ଏମ୍‌.): ବିଭିନ୍ନ କ୍ଷେତ୍ରରେ କଟକ ସର୍ବାଗ୍ରେ ରହୁଥିବାବେଳେ ଚଳିତ ବର୍ଷ ବାଲିଯାତ୍ରା ଅବସରରେ କାଗଜଡଙ୍ଗା ପ୍ରସ୍ତୁତ ଗିନିଜ ୱାର୍ଲଡ ରେକର୍ଡ ସ୍ଥାପନ କରିଛି । ଉତ୍କଳୀୟ ପରମ୍ପରା ତଥା ନୌବାଣିଜ୍ୟର ଇତିହାସକୁ ଉଦ୍‌ଯିବିତ ରଖିବା ପାଇଁ କଟକର ଐତିହାସିକ ବାଲିଯାତ୍ରା ଉଦ୍ୟମ କରିଆସିଛି । ଅତୀତର ସାଧବମାନେ ବିଦେଶକୁ ବାଣିଜ୍ୟ କରିବା ପାଇଁ ଜଳପଥ ବ୍ୟବହାର କରୁଥିବାବେଳେ ବୋଇତ ନେଇ ସାତସମୁଦ୍ର ଲମ୍ଫ…

Read More

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ

ଚୌଦ୍ୱାର-କଟକ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଉଦ୍‌ଯାପିତ ଚୌଦ୍ୱାର(ଏନ୍‌.ଏମ୍‌.): ଓଡିଶାର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଆଜି ଶେଷ ହୋଇଛି । ଚଳିତ ବର୍ଷ ଅକ୍ଟୋବର ୨ ତାରିଖ ଗାନ୍ଧୀଜୟନ୍ତୀ ଠାରୁ ଆରମ୍ଭ ହୋଇ ନଭେମ୍ବର ୧୫ ଅର୍ଥାତ୍ ୧ ମାସ ୧୫ ଦିନ ଧରି ସାରା ରାଜ୍ୟରେ ବିଜୁ ଜନତା ଦଳର ସମସ୍ତ କର୍ମୀ, ବିଧାୟକ, ମନ୍ତ୍ରୀ ଗାଁଠୁ ସହର ଚାରିଆଡ଼େ ପଦଯାତ୍ରା କରି…

Read More

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା

ବ୍ଲକ ଅଧକ୍ଷଙ୍କ ଗିରଫ ଦାବିରେ ଥାନା ସମ୍ମୁଖରେ କଂଗ୍ରେସର ଧାରଣା ଡମପଡ଼ା(ଏନ୍‌.ଏମ୍‌.): ଗତ ସମବାୟ ନିର୍ବାଚନ ମତଦାନବେଳେ ଜୋର ଜବରଦସ୍ତ ପଶି ମତଦାନ ଦେବା ଅଭିଯୋଗରେ ଅସନ୍ତୋଷ ତେଜିବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା କଟକ ଜିଲ୍ଲା ଡମପଡ଼ା ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ଏହାର ପ୍ରତି ବାଦରେ ଆଜି ଶତାଧିକ କଂଗ୍ରେସ କର୍ମୀ ବାଙ୍କୀ ଥାନା ସମ୍ମୁଖରେ ଧାରଣାରେ ବସି ଧର୍ମଘଟ କରିଥିଲେ । ଅଭିଯୋଗ ଅନୁଯାୟୀ ଗତ ୨୩ତାରିଖରେ ସମବାୟ ନିର୍ବାଚନ…

Read More

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ

ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ମୁମ୍ୱାଇରେ ପହଞ୍ଚାଇଲେ ଓଡ଼ିଆ ପୁଅ କ୍ୟାପଟେନ କମଳକାନ୍ତ ଚୌଧୁରୀ ମୁମ୍ବାଇ(ଏଜେନ୍ସି): ସାଧବ ସିଫି କମ୍ପାନୀର ପ୍ରତିଷ୍ଠା ଦିବସ ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇ ବନ୍ଦର ଭିତରେ ଥିବା ଡୋମେଷ୍ଟିକ କୃସ ଟର୍ମିନାଲ ଠାରେ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାକୁ ଉଦ୍‌ଜୀବିତ କରିବା ପାଇଁ ଏହାର ପ୍ରତୀକ ସ୍ୱରୂପ ବୋଇତ ବନ୍ଦାଣ ଉତ୍ସବ କରାଯାଇଥିଲା । କାର୍ଯ୍ୟକ୍ରମରେ ସାଧବ ଗ୍ରୁପ କମ୍ପାନୀର ପ୍ରତିଷ୍ଠାତା ସିଏମଡି କ୍ୟାପଟେନ କମଳକାନ୍ତ ଚୌଧୁରୀ ସାଧବ…

Read More

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ

ପାୟନୀୟର କମ୍ପାନୀ ପକ୍ଷରୁ ଗଜପତି ଜିଲ୍ଲାରେ ଅମଳ ଦିବସ ଗଜପତି (ଏନ୍‌.ଏମ୍‌.): ଓଡ଼ିଶା ଗୋଟିଏ କୃଷି ପ୍ରଧାନ ରାଜ୍ୟ ହୋଇଥିଲେ ମଧ୍ୟ ଏଠାରେ କୃଷିର ଉନ୍ନତିକରଣ ନହେବାରୁ ଚାଷରେ ବ୍ୟାପକ କ୍ଷତି ହେଉଛି । ତେବେ ଚାଷୀମାନଙ୍କୁ ଅଧିକ ଅମଳକ୍ଷମ କରାଇ ସେମାନଙ୍କ ଆର୍ଥିକ ଅଭିବୃଦ୍ଧି ନିମନ୍ତେ ବିଭିନ୍ନ ସଂସ୍ଥା ଆଗେଇ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ପାୟନୀୟର କମ୍ପାନୀ ଅନ୍ୟତମ । ଏହି ସଂସ୍ଥାର ନିଜସ୍ୱ ଉଦ୍ଭାବନ ବିହନ ଚାଷୀଙ୍କୁ ଅଧିକ ଅମଳ ଦେଉଥିବା ଯୋଗୁଁ…

Read More

କୁଏତରେ ବିଶ୍ୱ ମଧୁମେହ ରୋଗ ଦିବସରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ିଆପୁଅ ବିଶ୍ୱ ରଞ୍ଜନ

କୁଏତରେ ବିଶ୍ୱ ମଧୁମେହ ରୋଗ ଦିବସରେ ସଚେତନତା ବାର୍ତ୍ତା ବାଣ୍ଟିଲେ ଓଡ଼ିଆପୁଅ ବିଶ୍ୱ ରଞ୍ଜନ କୁଏତ (ଏଜେନ୍ସି): ନଭେମ୍ବର ୧୪ ତାରିଖରେ ପାଳନ କରାଯାଏ ବିଶ୍ୱ ମଧୁମେହ ଦିବସ । ଏହି ଅବସରରେ ମଧୁମେହ ରୋଗର ଚିକିତ୍ସା, ପ୍ରତିରୋଧ ଏବଂ ଲକ୍ଷଣ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ । ଏହି ଦିନ ଏକ ସୁସ୍ଥ ଜୀବନ ଶୈଳୀ ବଜାୟ ରଖିବା ଏବଂ ମଧୁମେହ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ ଉପରେ ମଧ୍ୟ ଗୁରୁତ୍ୱାରୋପ କରେ ।…

Read More

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌” ଭୁବନେଶ୍ୱର (ଏନ୍‌.ଏମ୍‌.): ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ତାରେ ଜମିନ୍ ପର୍ ଏକ ନିଆରା କାର୍ଯ୍ୟକ୍ରମ ସ୍ଥାନୀୟ ଝାରପଡା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଭ୍ୟ/ସଭ୍ୟାମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ରେ ଦିନସାରା ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ । ସେଠାରେ ଥିବା ଗେମ୍ ଜୋନ୍‌ରେ…

Read More

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ

ନୂଆଦିଲ୍ଲୀରେ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନ ଉଦ୍‌ଘାଟିତ ମିଲେଟ୍ ମିଶନ ସାଜିଲା ବିଶେଷ ଆକର୍ଷଣ ନୂଆଦିଲ୍ଲୀ/ଭୁବନେଶ୍ୱର(ଏନ୍‌.ଏମ୍‌.): ନୂଆଦିଲ୍ଲୀ ପ୍ରଗତି ମଇଦାନଠାରେ ଆୟୋଜିତ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳାରେ ଓଡିଶା ପାଭିଲିୟନକୁ ପଞ୍ଚାୟତିରାଜ ଓ ପାନୀୟ ଜଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଶୁଭ ଉଦଘାଟନ କରିଛନ୍ତି । ଏହି ଉଦଘାଟନୀ ଉତ୍ସବରେ ଆବାସିକ କମିଶନର ରବିକାନ୍ତ, ସ୍ୱତନ୍ତ୍ର ଆବାସିକ କମିଶନର ଦେବଜାନୀ ଚକ୍ରବର୍ତ୍ତୀ, ସୂଚନା…

Read More

ଓଡ଼ିଶାର ପ୍ରଥମ ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ

ଓଡ଼ିଶାର ପ୍ରଥମ ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ କଟକ(ଏନ୍‌.ଏମ୍‌.): ଓଡ଼ିଶାର ପ୍ରଥମ ବାଲିଯାତ୍ରା ବିଶ୍ୱଶାନ୍ତି ସାହିତ୍ୟ କର୍ମଶାଳା ଉଦଯାପିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟଅତିଥି ଭାବେ ଡ. ପ୍ରମୋଦ କୁମାର ମହାପାତ୍ର ଯୋଗଦେଇ ବିଶ୍ୱ ଶାନ୍ତି ପାଇଁ ବିଜ୍ଞାନ ଏବଂ ସାହିତ୍ୟର ସହଭାଗିତା ଆବଶ୍ୟକ ବୋଲି ମତ ଦେଇଥିଲେ । ମୁଖ୍ୟବକ୍ତା ଡ. ଲକ୍ଷ୍ମଣ ସାହୁ ବିଶ୍ୱଶାନ୍ତି ପରିବେଶ ଏବଂ ଆଧ୍ୟାତ୍ମିକ ଧର୍ମଗ୍ରନ୍ଥର ପ୍ରତିଫଳିତ ସ୍ୱରୂପ ବୋଲି କହିଥିଲେ । ଏହି ଅବସରରେ ସମ୍ମାନିତ ବିଶ୍ୱଶାନ୍ତି…

Read More

ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ

ରାମବିଳାଶ ଶର୍ମା ସ୍ମୃତି ସଂସଦ ପକ୍ଷରୁ ଶିଶୁଦିବସ କଟକ(ଏନ୍‌.ଏମ୍‌.): ରାମବିଳାଶ ଶର୍ମା ସେବା ସ୍ମୃତି ସଂସଦ ଓ ରେଭେନ୍ସା ସରକାରୀ ବାଳିକା ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଆଜି ବିଦ୍ୟାଳୟ ପରିସରରେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ପଣ୍ଡିତ ଜବାହାରଲାଲ ନେହେରୁଙ୍କର ଜନ୍ମଦିନ ଅବସରରେ ଶିଶୁ ଦିବସ ପାଳନ କରାଯାଇଛି । ଭାରତ ସରକାର ନେହେରୁଙ୍କର ଶିଶୁମାନଙ୍କ ପ୍ରତି ସ୍ନେହ ଓ ଶ୍ରଦ୍ଧା ଯୋଗୁଁ ପ୍ରତିବର୍ଷ ନଭେମ୍ବର ୧୪ ତାରିଖ ଦିନ ସମଗ୍ର ଦେଶରେ ଶିଶୁ ଦିବସ…

Read More

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ

କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଉତ୍ସବ କଟକ(ଏନ୍‌.ଏମ୍‌.): କଲରାବାଙ୍କରେ ଅବସ୍ଥିତ କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଶିଶୁ ଦିବସ ଖୁବ ଉତ୍ସାହ, ଉଦ୍ଦୀପନା ତଥା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଚାଚା ନେହେରୁଙ୍କ ଫୋଟୋରେ ମାଲ୍ୟାର୍ପଣ କରାଯିବା ସହ ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଶିଶୁ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୁନିକୁନି ପିଲାମାନେ ଶିଶୁ ଦିବସର କାର୍ଯ୍ୟକ୍ରମକୁ ପ୍ରାଣଭରି ଉପଭୋଗ କରିଥିଲେ । ଶିଶୁମାନଙ୍କ ଓଠର ହସରେ ଦୁନିଆ ହସିବ ବୋଲି ବିଦ୍ୟାଳୟର…

Read More

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା

କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମରେ ଶିଶୁ ଦିବସ: ଆସ ସବୁ ଶିଶୁମାନେ ନୂଆଯୁଗ ଗଢିବା କୋଣାର୍କ (ଏନ୍‌.ଏମ୍‌.): ନଭେମ୍ବର ୧୪ ପଣ୍ଡିତ ଜବାହାରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ରୂପେ ସମଗ୍ର ଦେଶରେ ଆଜି ପାଳନ କରାଯାଇଛି । ଏହି ଅବସରରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ପରିସରରେ ଶିଶୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାଶ୍ରମର ଛାତ୍ରଛାତ୍ରୀ ଓ ଗୁରୁଜୀ ଓ ଗୁରୁମାମାନେ ପଣ୍ଡିତ ନେହେରୁଙ୍କ ଫଟୋ ଚିତ୍ରରେ ମାଲ୍ୟଅର୍ପଣ କରିଥିଲେ । ଶୋଭନୀୟ ଶିକ୍ଷାଶ୍ରମର…

Read More