ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର
ଓଡ଼ିଶା ଇଣ୍ଡଷ୍ଟ୍ରି ଆସୋସିଏସନ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର କଟକ(ଏନ୍.ଏମ୍.): ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ଓ ଏଲଭି ପ୍ରସାଦ ଚକ୍ଷୁ ପ୍ରତିଷ୍ଠାନ ଭୁବନେଶ୍ୱରଙ୍କ ମିଳିତ ଆନୁକୁଲ୍ୟରେ ୪ଦିନ ବ୍ୟାପି ଆୟୋଜିତ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଉଦଯାପିତ ହୋଇଯାଇଛି । ଜଗତପୁର ନୁତନ ଶିଳ୍ପାଞ୍ଚଳ ଓଡିଶା ଇଣ୍ଡଷ୍ଟ୍ରି ଆସୋସିଏସନ ସଭାଗୃହ ପରିସରରେ ଶିଳ୍ପ ସଂଘ ଅଧ୍ୟକ୍ଷ ଅବାନୀ କାନୁନଗୋଙ୍କ ଦ୍ୱାରା ଗତ ୧୬ ତାରିଖ ଦିନ ଉଦ୍ଘାଟିତ ଏହି ଶିବିରରେ ଜଗତପୁର ଶିଳ୍ପାଞ୍ଚଳର ପ୍ରାୟ ୩୦୦ରୁ ଉର୍ଦ୍ଧ୍ୱ…
