ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ
ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଠକେଇ: ୬ଜଣ ଗିରଫ #ଜଗତପୁର(ଏନ୍.ଏମ୍.): ଜାଲ୍ କାଗଜପତ୍ର ଦେଇ ବ୍ୟାଙ୍କରୁ ଲୋନ୍ ନେବା ଓ କିସ୍ତି ନଭରିବା ଅଭିଯୋଗରେ ଆଜି ୬ଜଣ ଅଭିଯୁକ୍ତଙ୍କୁ ଜଗତପୁର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ଭଦ୍ରକ ଜିଲ୍ଲା ବୈକୁଣ୍ଠ ବିହାର ଥାନା ଅନ୍ତର୍ଗତ ଚରମ୍ପା ଗ୍ରାମରେ ରହୁଥିବା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ସୋମନାଥପୁରର ରବିନ୍ଦ୍ର ଜେନା(୬୭), କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀନାରାୟଣପୁର ନିମାଇଁ ଚରଣ ବାରିକ(୬୦), ମଧୁସୂଦନ…
