ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି
ନକଲି ଜର୍ଦା ଓ ଖେସାରି ଡାଲିକୁ ମାଟିରେ ପୋତିଦେଲା ସିଏମସି କଟକ/ ସାଲେପୁର (ଏନ୍.ଏମ୍.): ବିଭିନ୍ନ ସମୟରେ କଟକ ସହର ତଥା ଏହାର ଉପକଣ୍ଠ ଅଞ୍ଚଳରେ ବ୍ୟାପକ ନକଲି ସାମଗ୍ରୀ ଜବତ କରାଯାଇଥିଲା । ତେବେ ସେଗୁଡ଼ିକ ଦୀର୍ଘ ଦିନ ଧରି ଥାନା ପରିସରରେ ଗଦାହୋଇ ରହିବା ଦ୍ୱାରା ପରିବେଶ ମଧ୍ୟ ପ୍ରଦୂଷତ ହେଉଥିଲା । ତେଣୁ ଏ ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆଜି ସିଏମସି ପକ୍ଷରୁ ଜବତ ହୋଇଥିବା ନକଲି ଜର୍ଦା ଏବଂ ଖେଶାରୀ…
