ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ଭେଟିଲେ ସିଏମସି ମେୟର

ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ଭେଟିଲେ ସିଏମସି ମେୟର କଟକ(ଏନ୍‌.ଏମ୍‌.): ସିଏମସି ୱାର୍କ ଚାର୍ଜ କର୍ମଚାରୀଙ୍କ ଦୁର୍ଘଟଣାମୃତ୍ୟୁ ହୋଇଥିବାବେଳେ ଆଜି ମେୟର ସୁବାସ ସିଂହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ବି. ଗୁରୁମୂର୍ତ୍ତି (୫୨) ଗତକାଲି ସିଏମସ ୯ ନମ୍ବର ୱାର୍ଡ଼ ଲେବର କଲୋନୀରେ ଡ୍ରେନ ସଫା କରୁଥିବା ସମୟରେ ପାଚେରୀ ଭୁଶୁଡି ପଡ଼ିଥିଲା । ପାଚେରୀଟି ଭୁଶୁଡ଼ି ପଡ଼ିବା ଯୋଗୁଁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା ।…

Read More

ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ ନେମାଳ(ଏନ୍‌.ଏମ୍‌.): କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ସମ୍ପ୍ରତି ରାଜ୍ୟରେ ଆସାମାଜିକ ତଥା ମାଫିଆମାନେ ନିଜର ଅନୈତିକ କାର୍ଯ୍ୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଘଟଣା ବହୁଳ ଭାବେ ଦେଖିବାକୁ ମିଳିଛି । ତେବେ ଏଠାରେ ବାଲି ମାଫିଆଙ୍କ ଆକ୍ରମଣରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ…

Read More