ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ

ସିଏମସି ୨୭ନମ୍ବର ୱାର୍ଡ଼ରେ ନୂତନ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ଅନ୍ତର୍ଗତ ୨୭ନମ୍ବର ୱାର୍ଡ଼ ନିମ ସାହି ଅଞ୍ଚଳରେ ଏକ ରାସ୍ତାକୁ ନୂତନ ଢାଞ୍ଚାରେ ନିର୍ମାଣ କରାଯିବ । ରାସ୍ତାଟି ସମ୍ପୂର୍ଣ୍ଣ ଫ୍ଲେବର ଟାଇଲ ବିଛାଯିବାକୁ ନିଷ୍ପତ୍ତି ହୋଇଛି । ଏହି ପରିପ୍ରେକ୍ଷୀରେ ଆଜି ସ୍ଥାନୀୟ କର୍ପୋରେଟର ଇତିଶ୍ରୀ ଦାସଙ୍କ ଦ୍ୱାରା ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସାହିର ମୁରବୀ ସମର ନାୟକ, ଲକ୍ଷ୍ମଣ ସାହୁ, ରାମଚନ୍ଦ୍ର ଦାସ,…

Read More

ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

ଭାରତ ବିରୋଧରେ କାର୍ଯ୍ୟ କରୁଥିବା ୭୪୭ ୱେବସାଇଟ୍‌, ୯୪ ୟୁଟ୍ୟୁବ ଚ୍ୟାନେଲକୁ ବନ୍ଦ କରି ଦିଆଯାଇଛି: କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ନୂଆଦିଲ୍ଲୀ(ବ୍ୟୁରୋ): ଦେଶରେ କେତେକ ସଂସ୍ଥା ନିଜର ୱେବସାଇଟ, ୟୁଟୁବ ଚ୍ୟାନେଲ ତଥା ସୋସିଆଲ ଆକାଉଣ୍ଟକୁ ବ୍ୟବହାର କରି ମିଥ୍ୟା ଖବର ପ୍ରସାରଣ କରୁଛନ୍ତି । ଫଳରେ ଦେଶରେ ଅସନ୍ତୋଷ ବୃଦ୍ଧି ପାଇବା ସହ ସାମ୍ପ୍ରଦାୟିକ ଦଙ୍ଗା ଭଳି ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି । ତେଣୁ ଏସବୁ ଉପରେ ଅଙ୍କୁଶ ଲଗାଇବା ତଥା ଦେଶ…

Read More