ଭିରୁଡ଼ା ଡବଲମର୍ଡ଼ର ଘଟଣାର ପର୍ଦ୍ଦାହଟାଇଲା ପୁଲିସ: ପୁଣି ୩ ଗିରଫ, ଠେଙ୍ଗା ଓ ଖଣ୍ଡା ଜବତ

ଭିରୁଡ଼ା ଡବଲମର୍ଡ଼ର ଘଟଣାର ପର୍ଦ୍ଦାହଟାଇଲା ପୁଲିସ: ପୁଣି ୩ ଗିରଫ, ଠେଙ୍ଗା ଓ ଖଣ୍ଡା ଜବତ ଆଠଗଡ଼ (ଏନ୍‍.ଏମ୍‍.): କଟକଜିଲ୍ଲା ତିଗିରିଆ ଅଞ୍ଚଳର ବହୁ ଚର୍ଚ୍ଚିତ ଡବଲ ମର୍ଡ଼ର ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବାରେ ପୁଲିସକୁ ସଫଳତା ମିଳିଛି । ତେବେ ଅଭିଯୁକ୍ତମାନଙ୍କୁ ଧରିବା ସହିତ ହତ୍ୟାକାଣ୍ଡର ରହସ୍ୟ ଉପରୁ ମଧ୍ୟ ପୁଲିସ ପର୍ଦ୍ଦା ଉଠାଇଛି । ସୂଚନା ଅନୁଯାୟୀ ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଉପରଗଡ଼ରେ ୨ଭାଇଙ୍କୁ ହତ୍ୟା କରାଯିବା ଘଟଣାରେ ପୁଲିସ ଆଉ ୩ଜଣ…

Read More