ସମନ୍ୱୟର ଅଭାବ: ସିଏମସିର ଉଚ୍ଛେଦବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଜଣ ଗୁରୁତର

ସମନ୍ୱୟର ଅଭାବ: ସିଏମସିର ଉଚ୍ଛେଦବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଜଣ ଗୁରୁତର କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ(ସିଏମସି)ରେ ସମନ୍ୱୟର ଅଭାବ ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ଅଘଟଣ ଘଟୁଥିବା ଦେଖିବାକୁ ମିଳିଛି । କେଉଁଠି ଜାଇକା ପ୍ରକଳ୍ପ କାର୍ଯ୍ୟ ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ଜାଣୁନାହିଁ ତ ଆଉ କେଉଁଠି ଉଚ୍ଛେଦ ସମୟରେ ବିଦ୍ୟୁତ ବିଭାଗ ପାଖରେ ଖବର ନାହିଁ । ଫଳରେ ଦିଆ ଗଢ଼ୁଗଢ଼ୁ ମାଙ୍କଡ଼ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଜି…

Read More

ଶ୍ରାବଣ ମାସର ପ୍ରଥମ ସୋମବାର: ମହାଦେବଙ୍କ ଜଳାଭିଷେକ ପାଇଁ କାଉଡ଼ି ଯାତ୍ରା

ଶ୍ରାବଣ ମାସର ପ୍ରଥମ ସୋମବାର: ମହାଦେବଙ୍କ ଜଳାଭିଷେକ ପାଇଁ କାଉଡ଼ି ଯାତ୍ରା କଟକ(ଏନ୍‍.ଏମ୍‍.): ଦେବଦେବ ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ଆରମ୍ଭ ହୋଇଛି କାଉଡ଼ି ଯାତ୍ରା । ଆଜି ଶ୍ରାବଣମାସର ପ୍ରଥମ ସୋମବାର ହୋଇଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଜଳାଭିଷେକ ଅନୁଷ୍ଠିତ ହୋଇଥିଲା । ଗତ ଦୁଇବର୍ଷ ଧରି କରୋନା କଟକଣା ଯୋଗୁଁ ଶ୍ରଦ୍ଧାଳୁମାନେ ପ୍ରଭୁ ଶିବଶଙ୍କରଙ୍କୁ ଜଳାଭିଷେକ କରିବାର ସୁଯୋଗ ପାଇନଥିଲେ । ମାତ୍ର ଚଳିତ ବର୍ଷ କଟକଣା କୋହଳ ହୋଇଥିବାହେତୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ…

Read More