ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର
ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର କଟକ(ଏନ୍.ଏମ୍.): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ୧୬ ଦିନ ବିତି ଯାଇଥିବା ବେଳେ ଏହାର ରହସ୍ୟ ଉପର ପରଦା ଉଠାଇ ପାରିନି କମିଶନରେଟ ପୁଲିସ । ରୁଚିକା ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବା ବଦଳରେ ବିଭିନ୍ନ ଆଳ ଦେଖାଇ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରିଛନ୍ତି ରୁଚିକାଙ୍କ ମା’ ବିଦୁଲତା ମହାନ୍ତି ଓ ନବନିର୍ମାଣ ଛାତ୍ର ସଂଗଠନ । ରୁଚିକା ମୃତ୍ୟୁ…
