ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ
ସିଏମସି ୪୮ନମ୍ବର ୱାର୍ଡ ଅଞ୍ଚଳରେ ଲହଡ଼ି ମାରୁଛି ଆଣ୍ଠୁଏ ଉଚ୍ଚର ବର୍ଷାଜଳ #ଜଗତପୁର(ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ ଫକିରପୁର ପଣ୍ଡା ସାହି ଗ୍ରାମର ମୁଖ୍ୟ ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚର ବର୍ଷାଜଳ ଲହଡ଼ି ମାରୁଥିବା ଦେଖିବାକୁ ମିଳିଛି । ଏହି ସାହିରେ ବର୍ଷା ଜଳର ନିଷ୍କାସନ ବ୍ୟବସ୍ଥା ନଥିବାରୁ ପ୍ରତି ବର୍ଷ ଗ୍ରାମ ମୁଖ୍ୟ ରାସ୍ତାରେ ବର୍ଷା ଜଳ ଜମି ରହିଥାଏ । ଗତ ବର୍ଷ ଏହି ସାହିର ମୁଖ୍ୟ ରାସ୍ତାକୁ କିଛି ଅଂଶ…
