କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ
କଟକ ନଗର ବିଜେପି ପକ୍ଷରୁ ରାହୁଳ ଗାନ୍ଧୀ ଓ ଅଜୟ କୁମାରଙ୍କ କୁଶ ପୁତ୍ତଳିକା ଦାହ କଟକ (ଏନ୍.ଏମ୍.): ଏନଡିଏ ରାଷ୍ଟ୍ରପତି ପ୍ରାର୍ôଥନୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଅରୁଚିକର ମନ୍ତବ୍ୟ ଦେବା ପ୍ରତିବାଦରେ ଆଜି କଟକ ନଗର ବିଜେପି ପକ୍ଷରୁ ପ୍ରତିବାଦ କରାଯାଇଛି । ସ୍ଥାନୀୟ କଟକ ଚଣ୍ଡିମନ୍ଦିର ନିକଟରେ ବିଜେପି କର୍ମକର୍ତ୍ତାମାନେ କଂଗ୍ରେସ ନେତା ଅଜୟ କୁମାର ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ରଖିଥିବା ଏହି ମନ୍ତବ୍ୟକୁ ବିରୋଧ କରି ଅଜୟ କୁମାର ଓ…
