ସିଏମସି ୪୮ନମ୍ବର ୱାର୍ଡରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ନେଇ କୁହୁଳୁଛି ଅସନ୍ତୋଷ
ସିଏମସି ୪୮ନମ୍ବର ୱାର୍ଡରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ନେଇ କୁହୁଳୁଛି ଅସନ୍ତୋଷ ଜଗତପୁର(ଏନ୍.ଏମ୍.): କଟକ ସହରରେ ହିତାଧିକାରୀଙ୍କୁ ଠିକ ସମୟରେ ରାସନ ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ହିତାଧିକାରୀ ରାସନ ସାମଗ୍ରୀ ନପାଇ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଅନ୍ୟପକ୍ଷେ ଡିଲରମାନେ ମାଲ ଆସିନି ପରେ ନେବ ବୋଲି କଥାକୁ ହାଲୁକା ଭାବେ କାଟି ଦେଉଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ସିଏମସି ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ଫକିରପୁରସ୍ଥିତ ସରକାରୀ…
