ମ୍ୟାଟ୍ରିକ ପରୀକ୍ଷାରେ ଚୌଦ୍ୱାର ସରସ୍ୱତୀ ବିଦ୍ୟାମନ୍ଦିର ସଫଳତା: ଆଗରେ ଜସ୍ମିନ
ମ୍ୟାଟ୍ରିକ ପରୀକ୍ଷାରେ ଚୌଦ୍ୱାର ସରସ୍ୱତୀ ବିଦ୍ୟାମନ୍ଦିର ସଫଳତା: ଆଗରେ ଜସ୍ମିନ ଚୌଦ୍ୱାର (ଏନ୍.ଏମ୍.): ଚଳିତ ବର୍ଷ ମ୍ୟାଟ୍ରିକ ପରୀକ୍ଷାରେ ବିଗତବର୍ଷ ଭଳି ଚୌଦ୍ୱାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶତପ୍ରତିଶତ ସଫଳତା ହାସଲ କରି ପାରିଛି । ଦୀର୍ଘ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ମ୍ୟାଟ୍ରିକ ରେଜଲ୍ଟରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରି ଅଞ୍ଚଳରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି । ଚଳିତ ଶିକ୍ଷାବର୍ଷ ୨୦୨୧-୨୨ରେ ଏହି ଶିକ୍ଷାନୁଷ୍ଠାନରୁ ମୋଟ ୮୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ତେବେ…
