ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ
ଗଜାନନ ସେବା ସମିତି ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ଜଗତପୁର(ଏନ୍.ଏମ୍.): ନିମପୁର ଗଜାନନ ସେବା ସମିତି କାର୍ଯ୍ୟାଳୟ ଓ ନିଷ୍କର୍ଷ ମିଡିଆ ଶାଖା କାର୍ଯ୍ୟାଳୟ ପବିତ୍ର ରଥଯାତ୍ରାରେ ନିମପୁରସ୍ଥିତ କିଶୋରକ୍ଲବ ନିକଟରେ ବେଶ ଧୁମଧାମରେ ଦୁଇ ଗୋଟି କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନୀ ଉତ୍ସବରେ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଏହି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀ ରବିନ୍ଦ୍ର ନାଥ ମେହେର, ଜଗତପୁର ଟ୍ରକ…
