ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ!
ତାଜା ସୂଚନା: ଆସୁଛି ଆଉଏକ ଲଘୁଚାପ! ଜିଲ୍ଲାପାଳମାନଙ୍କୁ ଚିଠି ଲେଖିଲେ ଏସଆରସି #ଭୁବନେଶ୍ୱର (ଏନ.ଏମ୍.): ପୁଣି ଆସୁଛି ଆଉ ଏକ ଲଘୁଚାପ । ଏ ନେଇ ରାଜ୍ୟରେ କୌଣସି ବିପର୍ଯ୍ୟୟ ଆସିବା ପୂର୍ବରୁ ଜନସଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି ଏସଆରସି । ଏଥି ସହିତ ସମସ୍ତ ଜିଲ୍ଲାପାଳମାନଙ୍କୁ ମଧ୍ୟ ସଜାଗ ରହିବା ପାଇଁ ଏସଆରସି ଚିଠି ଲେଖିଛନ୍ତି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ଆସନ୍ତା ୩୦ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି…
