ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ

ଭିଜିଲାନ୍ସ ଆଇଜି ଭାବେ ଅସିତ ପାଣିଗ୍ରାହୀଙ୍କ ଦାୟିତ୍ୱ ଗ୍ରହଣ କଟକ(ଏନ୍‌.ଏମ୍‌.): ୧୯୯୭ ବ୍ୟାଚର ବରିଷ୍ଠ ଆଇ.ପି.ଏସ. ଅଧିକାରୀ ଅସିତ୍ ପାଣିଗ୍ରାହୀ ଭିଜିଲାନ୍ସ (ଦୁର୍ନୀତି ନିବାରଣ ବିଭାଗ) ଆଇ.ଜି ଭାବେ ଆଜି ଅପରାହ୍ନରେ ଭିଜିଲାନ୍ସ ନିର୍ଦ୍ଦେଶାଳୟରେ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଶ୍ରୀ ପାଣିଗ୍ରାହୀ ପୂର୍ବରୁ ଅଗ୍ନିଶମ ବିଭାଗ, ରାଜ୍ୟ ପୁଲିସ ମୁଖ୍ୟାଳୟ, କ୍ରାଇମବାଞ୍ଚ ଓ ପୂର୍ବାଚଳ ରେଞ୍ଜ ଆଇ.ଜି ଭାବରେ ସଫଳତାର ସହିତ କାର୍ଯ୍ୟ କରିଛନ୍ତି । ପ୍ରକାଶଥାଉକି, ଶ୍ରୀ ପାଣିଗ୍ରାହୀ ରାଜ୍ୟର ମାଲକାନାଗିରି, ଅନୁଗୋଳ, ପୁରୀ,…

Read More

ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ

ମୁଣ୍ଡଳୀ ନିକଟ ମହାନଦୀରୁ ଧରାହେଲା ୩୫ କିଲୋଗ୍ରାମ ଓଜନର ବିରାଟ ମାଛ କଟକ (ଏନ୍‌.ଏମ୍‌.): କଟକ ଜିଲ୍ଲା ମୁଣ୍ଡୁଳି ନିଟକରେ ଆଜି ମହାନଦୀରୁ ଏକ ବିରାଟକାୟ ମାଛ ଧରା ହୋଇଥିବା ଦେଖିବାକୁ ମିଳିଛି । ତେବେ ସେହି ମାଛଟିକୁ ଦେଖିବା ପାଇଁ ଅଞ୍ଚଳର ବହୁ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ । ଏହି ମାଛର ଓଜନ ୩୫କିଲୋଗ୍ରାମରୁ ଉର୍ଦ୍ଧ୍ୱ ହୋଇଥିବା ଜଣାପଡ଼ିଛି । ଖବର ନେବାରେ ଜଣାପଡ଼ିଛି ଯେ, ମୁଣ୍ଡଳି ଆନିକଟ ନିକଟରେ ମତ୍ସ୍ୟଜୀବୀ ଭୀମସେନ…

Read More

କଟକ ଜିଲ୍ଲାରେ ଥମୁନି କରୋନା: ବଡମ୍ବା-ନରସିଂହପୁରରେ ୨୯ନୂତନ ପଜିଟିଭ ଚିହ୍ନଟ, ୨ମୃତ୍ୟୁ

କଟକ ଜିଲ୍ଲାରେ ଥମୁନି କରୋନା: ବଡମ୍ବା-ନରସିଂହପୁରରେ ୨୯ନୂତନ ପଜିଟିଭ ଚିହ୍ନଟ, ୨ମୃତ୍ୟୁ ନରସିଂହପୁର(ଏନ୍‌.ଏମ୍‌.): କରୋନା ମୁକାବିଲା ନେଇ ରାଜ୍ୟ ସରକାର ଯେତେ ଯାହା ପଦକ୍ଷେପ ନେଇଥିଲେ ସୁଦ୍ଧା ଅମାନିଆମାନଙ୍କ ଯୋଗୁଁ କଟକ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉନାହିଁ । ସମ୍ପ୍ରତି ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସୂଚନା ଅନୁଯାୟୀ ଆଜି ବଡମ୍ବାରେ ୧୨ଜଣ, ନରସିଂହପୁରରେ ୧୭ଜଣ ସର୍ବମୋଟ ୨୯ଜଣ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ନରସିଂହପୁରରେ…

Read More

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁଲାଇ ୧୬ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଉପରେ କଟକଣା

କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ହାଇକୋର୍ଟଙ୍କ ନିର୍ଦ୍ଦେଶ: ଜୁଲାଇ ୧୬ପର୍ଯ୍ୟନ୍ତ ଉଚ୍ଛେଦ, ନିର୍ମାଣ ଉପରେ କଟକଣା କଟକ (ଏନ୍‌.ଏମ୍‌.): ସମ୍ପ୍ରତି ରାଜ୍ୟରେ କରୋନା ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିନାହିଁ । ତେଣୁ ଏଭଳି ପରିସ୍ଥିତିରେ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗାରୁଜାକୁ ନେଇ ବିବାଦ ସୃଷ୍ଟି ହୋଇଛି । ତେବେ ଏଭଳି ପରିସ୍ଥିତିକୁ ବିଚାରକୁ ନେଇ ହାଇକୋର୍ଟ ଉଚ୍ଛେଦ, ନିର୍ମାଣ ଓ ଭଙ୍ଗା ଉପରେ ଜୁଲାଇ ୧୬ ପର୍ଯ୍ୟନ୍ତ ଅଙ୍କୁଶ ଜାରି କରିବା ସହିତ ସମସ୍ତ ଅନ୍ତରୀଣ ନିର୍ଦ୍ଦେଶର…

Read More

ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କଲେ ସରକାର

ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଘୋଷଣା କଲେ ସରକାର ରହିଲା ‘ଏ’ ବର୍ଗରେ ୨୦ଟି ଜିଲ୍ଲା ଓ ୧୦ଜିଲ୍ଲା ‘ବି’ ବର୍ଗରେ ଭୁବନେଶ୍ୱର(ଏନ.ଏମ୍‌.): ରାଜ୍ୟରେ ଏବେ କରୋନା ସଂକ୍ରମଣ ହ୍ରାସ ପାଇଛି । ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ସମ୍ପ୍ରତି ୨୦ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତରୁ କମ ଥିବାରୁ ଏହାକୁ ‘ଏ’ ବର୍ଗରେ ରଖାଯାଇଛି । ଅନ୍ୟ ଜିଲ୍ଲାମାନଙ୍କରେ କରୋନା ସଂକ୍ରମଣ ୫ ପ୍ରତିଶତର ଉର୍ଦ୍ଧ୍ୱ ରହିଥିବାରୁ ୧୦ଟି ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି…

Read More