ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ

ରାଜ୍ୟର ଆଇଏଏସସ୍ତରରେ ଅଦଳ ବଦଳ ଭୁବନେଶ୍ୱର (ଏନ୍‌.ଏମ୍‌.): ରାଜ୍ୟରେ ଆଇଏଏସସ୍ତରରେ ବଡ଼ ଧରଣର ଅଦଳବଦଳ କରାଯାଇଛି । ଏହି ବଦଳି ମଧ୍ୟରେ ସୁରେଶ କୁମାର ବଶିଷ୍ଠଙ୍କୁ କୃଷି ଓ ସଶକ୍ତିକରଣ ବିଭାଗ କମିଶନର, ଭୁପେନ୍ଦ୍ର ସିଂହ ପୁନିଆଙ୍କୁ ଇପିକଲ ପରିଚାଳନା ନିର୍ଦେଶକ, ପ୍ରେମଚନ୍ଦ୍ର ଚୌଧୁରୀଙ୍କ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସିର) ସିଇଓ ଭାବେ ବଦଳି କରାଯାଇଛି । ପୁନଶ୍ଚ ମାଲକାନଗିରି ଜିଲ୍ଲାପାଳ ଡକ୍ଟର ୱାଇ.ବିଜୟଙ୍କୁ ପ୍ରାଣୀ ପାଳନ ବିଭାଗ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ…

Read More

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା

ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା କଟକ(ଏନ୍‌.ଏମ୍‌.): ସାଂସଦଙ୍କ ସମୀକ୍ଷା ପରେ ସିଏମସିର ତତ୍ପରତା ଦେଖିବାକୁ ମିଳିଛି । ଗତ ସପ୍ତାହରେ ସାଂସଦ ସୁବାସ ସିଂ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀର, ୱାର୍ଡ ନମ୍ବର ୧୩, ୧୮ ଓ ୧୯ ପରିଦର୍ଶନ କରି ଅସନ୍ତୋଷ ପ୍ରକାଶ କରିବା ସହିତ ନଳା ମାନଙ୍କ ରୁ ପଙ୍କ ଉଦ୍ଧାର କାର୍ଯ୍ୟକ୍ରମ ଖୁବ ଶୀଘ୍ର ସାରିବାକୁ ସିଏମସିକୁ ପରାମର୍ଶ ଦେଇଥିଲେ । ଏହି ପରିପ୍ରେକ୍ଷାରେ ସିଏମସି କମିଶନର ସାଂସଦ ଯାଇଥିବା ୱାର୍ଡମାନଙ୍କୁ…

Read More

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା

ଶହେ ଟଙ୍କା ନଦେବାରୁ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତିଙ୍କୁ ହତ୍ୟା ଝାରସୁଗୁଡ଼ା(ଏନ୍‌.ଏମ୍‌.): ଶହେ ଟଙ୍କା ମାଗି ବିଫଳ ହେବାପରେ ଜଣେ ମଦ୍ୟପ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୂଳପତି ଧ୍ରୁବରାଜ ନଏକଙ୍କୁ ହତ୍ୟା କରିବା ଭଳି ଅଘଟଣ ଘଟିଛି । ଉକ୍ତ ମଦ୍ୟପ ଜଣକ ତାଙ୍କୁ ଆକସ୍ମିକ ଭାବେ ଏକ ଟାଙ୍ଗିଆରେ ଆକ୍ରମଣ କରି ହତ୍ୟା କରିଥିବା ଜଣାପଡିଛି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଲାଇକେରା ଥାନା ଅନ୍ତର୍ଗତ କୁଅଁରମାଳରେ ଥିବା କୁଳପତିଙ୍କ ବାସ ଭବନକୁ ସ୍ଥାନୀୟ…

Read More

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ

ବିଜେଡ଼ିର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ ଭୁବନେଶ୍ୱର(ଏନ୍‌.ଏମ୍‌.): ବିଜୁ ମହିଳା ଜନତା ଦଳ (ବିଜେଡ଼ି)ର ରାଜ୍ୟସ୍ତରୀୟ କର୍ମକର୍ତ୍ତା ନିଯୁକ୍ତ କରାଯାଇଛି । ବିଜେଡ଼ି ଦଳର ସଭାପତି ତଥା ବିଧାୟକ ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିଶ କ୍ରମେ ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଏହି ସବୁ ନିଯୁକ୍ତି ଦେଇଛନ୍ତି । ବିଜେଡି ଉପଦେଷ୍ଟା ଭାବେ ୫ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା ମଣ୍ଡଳ, ରୀତା ତରାଇ, ଲତିକା ପ୍ରଧାନ ଓ ନନ୍ଦିନୀ ଦେବୀ ଦଳର…

Read More