ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ
ବିଟେକ୍ ଯୁବକଙ୍କ କଳା କାରନାମା; ଏଟିଏମରୁ ଲୁଟିନେଲେ ୩୪ ଲକ୍ଷ ରାଉରକେଲା(ଏନ୍.ଏମ.): ଖୁବ କମ ସମୟରେ ଅଧିକ ଅର୍ଥ ପାଇବା ଆଶା ସମସ୍ତଙ୍କର ରହିଛି । ଏଥିପାଇଁ କିଏ ଦିନ ରାତି ପରିଶ୍ରମ କରୁଛିତ ଆଉ କିଏ ଅସାଧୁ ଉପାୟରେ ଟଙ୍କା ଅର୍ଜନ କରିବାର ତରିକା ଖୋଜିବାରେ ବ୍ୟସ୍ତ । ଏଭଳି ସମୟରେ ଜଣେ ବିଟେକ କରିଥିବା ଯୁବକ ବ୍ୟାଙ୍କକୁ ଟାର୍ଗେଟ କରି ଲକ୍ଷାଧିକ ଟଙ୍କା ଲୁଟୁଥିବା ଆଜି ଧରା ପଡ଼ିଛି । ହରିଶ୍ଚନ୍ଦ୍ର ଦାସ ନାମକ…
